ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ: ଦିଲ୍ଲୀ ଅଭିମୁଖେ ୬ କଂଗ୍ରେସ ବିଧାୟକ  

ଭୁବନେଶ୍ୱର: ହାଇକମାଣ୍ଡଙ୍କ ଡକରାରେ  ଓଡ଼ିଶାର ୬ କଂଗ୍ରେସ ବିଧାୟକ ଦିଲ୍ଲୀ ଯାଇଛନ୍ତି । ଏମାନେ ହେଲେ ତାରାପ୍ରସାଦ ବାହିନୀପତି, ଭୁଜବଳ ମାଝୀ, ଯୋଗେଶ ସିଂ, ଚନ୍ଦ୍ରଶେଖର ମାଝୀ, ଅଂଶୁମାନ ମହାନ୍ତି ଓ ଜାକବ ପ୍ରଧାନ। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ହୋଇଥିବା ମୀରା କୁମାରୀଙ୍କ ଲାଗି ପ୍ରସ୍ତାବକ ହେବାକୁ ଏମାନଙ୍କୁ ଦିଲ୍ଲୀ ଡକା ଯାଇଥିବା ସୂଚନା ମିଳିଛି।

nnn

Rakesh Mallick
  • Published: Monday, 26 June 2017
  • , Updated: 26 June 2017, 01:18 PM IST

Related story