ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି? ଖାଆନ୍ତୁ ଏସବୁ ଖାଦ୍ୟ

ଆଜିକାଲି ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ଅନେକଙ୍କର ଖାଇବା,ପିଇବା ଠିକ୍‌ ରହୁନାହିଁ। ଏଥିପାଇଁ ଅନେକ ସମୟରେ ଅନେକ ରୋଗ ମାଡ଼ି ବସୁଛି। ସବୁଠୁ ବଡ଼ କଥା ହେଲା ସଠିକ୍ ସମୟରେ ଉଚିତ ଖାଦ୍ୟ ନ ଖାଇବା ଦ୍ୱାରା ଧୀରେ ଧୀରେ ସ୍ମରଣ ଶକ୍ତି ହ୍ରାସ ପାଉଛି। ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ୍‌ ଓ ଫାଇବରଯୁକ୍ତ ଖାଦ୍ୟ ନ ମିଳିବାରୁ ଏହି ସମସ୍ୟା ଦେଖା ଦେଉଛି। ତେଣୁ ଖାଇବା ପିଇବାରେ ସାବଧାନତା ଅବଲମ୍ବନ କଲେ ଏହ ସମସ୍ୟାରୁ ମୁକ୍ତି […]

mind

mind

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 04:25 PM IST

Sports

Latest News

ଆଜିକାଲି ବ୍ୟସ୍ତ ବହୁଳ ଜୀବନଶୈଳୀ ଭିତରେ ଅନେକଙ୍କର ଖାଇବା,ପିଇବା ଠିକ୍‌ ରହୁନାହିଁ। ଏଥିପାଇଁ ଅନେକ ସମୟରେ ଅନେକ ରୋଗ ମାଡ଼ି ବସୁଛି। ସବୁଠୁ ବଡ଼ କଥା ହେଲା ସଠିକ୍ ସମୟରେ ଉଚିତ ଖାଦ୍ୟ ନ ଖାଇବା ଦ୍ୱାରା ଧୀରେ ଧୀରେ ସ୍ମରଣ ଶକ୍ତି ହ୍ରାସ ପାଉଛି। ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ପ୍ରୋଟିନ୍‌ ଓ ଫାଇବରଯୁକ୍ତ ଖାଦ୍ୟ ନ ମିଳିବାରୁ ଏହି ସମସ୍ୟା ଦେଖା ଦେଉଛି। ତେଣୁ ଖାଇବା ପିଇବାରେ ସାବଧାନତା ଅବଲମ୍ବନ କଲେ ଏହ ସମସ୍ୟାରୁ ମୁକ୍ତି ମିଳିପାରିବ। କେଉଁ ସବୁ ଖାଦ୍ୟ ଖାଇଲେ ସ୍ମରଣଶକ୍ତି ବୃଦ୍ଧି ପାଇବ ଆସନ୍ତୁ ଜାଣିବା।

ସେଓ: ପ୍ରତିଦିନ ସକାଳେ ଖାଲି ପେଟରେ ଗୋଟିଏ ଲେଖାଏଁ ସେଓ ଖାଆନ୍ତୁ। ଏହାଦ୍ୱାରା ସ୍ମରଣଶକ୍ତି ପ୍ରଖର ହୋଇଥାଏ। ଖାଲି ପେଟରେ ସେଓ ଖାଇବା ଦ୍ୱାରା ମସ୍ତିଷ୍କର ସେଲ୍‌ ଗୁଡ଼ିକ ସକ୍ରିୟ ହୋଇଥାନ୍ତି। ଫଳରେ ମସ୍ତିଷ୍କର ବିଚାର କରିବା ଦକ୍ଷତା ବୃଦ୍ଧି ପାଇଥାଏ। ଖାଲି ପେଟରେ ସେଓ ଖାଇବା ଦ୍ୱାରା ଝିଅମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ପାଏ।

ସୋୟାବିନ୍‌: ସୋୟାବିନ ତରକାରୀ କିମ୍ବା ଏଥିରେ ତିଆରି କୌଣସି ପ୍ରକାର ଖାଦ୍ୟ ଖାଇବା ଦ୍ୱାରା ସ୍ମରଣଶକ୍ତି ବଢ଼ିଥାଏ। କାରଣ ସୋୟାବିନ୍‌ରେ  Phytoestrogens ନାମକ ପ୍ଲାଣ୍ଟ ହର୍ମୋନ ଓ ଭିଟାମିନ ‘ବି’ ପ୍ରଚୁର ରହିଥାଏ। ଏହା ମସ୍ତିଷ୍କକୁ ଶାନ୍ତି ରଖିବା ସହିତ ସ୍ମରଣ ଶକ୍ତି ବଢ଼ାଇଥାଏ।

ବାଦାମ ଓ ଅଖ୍‌ରୋଟ୍‌: ଅଖ୍‌ରୋଟ୍‌ରେ ଭରପୂର ମାତ୍ରାରେ ଭିଟାମିନ୍‌ ‘ଇ’ ଥାଏ। ଭିଟାମିନ ‘ଇ’ ଜାତୀୟ ଖାଦ୍ୟ ଖାଇଲେ ସ୍ମରଣ ଶକ୍ତି ବଢ଼ିଥାଏ। ପ୍ରତିଦିନ ୫ଟି ବାଦାମ ସହିତ ଗୋଟିଏ ଅଖରୋଟ୍‌ ଖାଇବା ଦରକାର।

ବାଦାମ ଓ କ୍ଷୀର: ବାଦାମକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳୁ ଚୋପା ଛଡ଼ାଇ ପେଷ୍ଟ ତିଆରି କରନ୍ତୁ। ଗୋଟିଏ ଗ୍ଲାସ କ୍ଷୀର ସହିତ ୨ ଚାମଚ ମହୁ ଓ ବାଦାମ ପେଷ୍ଟ ମିଶାଇ ପିଅନ୍ତୁ। ପିଇ ସାରିବା ପରେ ୨ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ। ଏପରି କରିବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।

spanichପାଳଙ୍ଗ ଶାଗ: ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ପାଳଙ୍ଗ ଶାଗ ବହୁତ ଉପକାରୀ। ଏଥିରେ ମ୍ୟାଗ୍ନେସିୟମ ଓ ପୋଟାସିୟମ ପ୍ରଚୁର ପରିମାଣରେ ଥାଏ। ଏଥିସହିତ ପାଳଙ୍ଗରେ ଭିଟାମିନ୍‌ ‘ବି’ ୬, ‘ଇ’ ଓ ଫୋଲେଟ୍‌  ପ୍ରଚୁର ପରିମାଣରେ ଥାଏ। ଏହା ସ୍ମରଣ ଶକ୍ତି ବୃଦ୍ଧି କରିବା ସହିତ ମସ୍ତିଷ୍କର ବିକାଶରେ ସହାୟକ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story