ଆଜିଠାରୁ ବି.ଟେକ୍ କାଉନସେଲିଂ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ବି.ଟେକ୍ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ ପଞ୍ଜୀକରଣ କରିପାରିବେ। ଓଜେଇଇର ନିଜସ୍ୱ ‌ୱେବସାଇଟରେ ଏଥିପାଇଁ ପଞ୍ଜୀକରଣ କରି ହେବ।  ଜେଇଇ ମେନ୍ ପରୀକ୍ଷା ରାଙ୍କ ଅନୁସାରେ ଛାତ୍ରଛାତ୍ରୀ କାଉନସେଲିଂରେ ଭାଗ ନେବେ।  ଚଳିତ ବର୍ଷ ମୋଟ ୪୨ ହଜାର ପିଲା ଜେଇଇ ମେନ୍ ପରୀକ୍ଷା ଦେଇଥିଲେ।.  

bbb

Rakesh Mallick
  • Published: Wednesday, 14 June 2017
  • , Updated: 14 June 2017, 11:51 AM IST

Related story