୧୦ମେ’ ଗୁରୁବାର: ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି ବିବାଦରୁ ଦୂରେଇ ରହିବା ଉଚିତ୍‌

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ଚାକିରିକ୍ଷେତ୍ରରେ ପ୍ରଂଶସିତ ହେବେ। ବୃଷ: ଉପହାର ମିଳିପାରେ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ। ମାନ-ସମ୍ମାନ ମିଳିବ। ମିଥୁନ: ଖର୍ଚ୍ଚାନ୍ତ ହୋଇପାରନ୍ତି। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍କଟ:  ନୂଆ କାମ ଆରମ୍ଭ କରିବା ପାଇଁ ଅବସର ମିଳିପାରେ। ବିବାହ ଯୋଗ୍ୟ ପୁଅ ଓ ଝିଅଙ୍କର ବିବାହ ଠିକ୍‌ ହୋଇପାରେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସିଂହ:  […]

Rasiphala-image-2-840x440-1-1-768x402-2-1-840x440

Rakesh Mallick
  • Published: Thursday, 10 May 2018
  • , Updated: 10 May 2018, 07:36 AM IST

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ଅଟକି ରହିଥିବା କାମ ଆଜି ପୂରା ହୋଇପାରେ। ଚାକିରିକ୍ଷେତ୍ରରେ ପ୍ରଂଶସିତ ହେବେ।

ବୃଷ: ଉପହାର ମିଳିପାରେ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ। ମାନ-ସମ୍ମାନ ମିଳିବ।

ମିଥୁନ: ଖର୍ଚ୍ଚାନ୍ତ ହୋଇପାରନ୍ତି। ପ୍ରିୟ ବନ୍ଧୁଙ୍କ ସହ ଦେଖା ହୋଇପାରେ। ନିଜର କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

କର୍କଟ:  ନୂଆ କାମ ଆରମ୍ଭ କରିବା ପାଇଁ ଅବସର ମିଳିପାରେ। ବିବାହ ଯୋଗ୍ୟ ପୁଅ ଓ ଝିଅଙ୍କର ବିବାହ ଠିକ୍‌ ହୋଇପାରେ। ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ସିଂହ:  ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସନ୍ତାନଙ୍କ ସହ ଖୁସିରେ ଦିନଟି କାଟିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ମାନ-ସମ୍ମାନ ମିଳିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଯାତ୍ରା କରନ୍ତୁ ନାହିଁ।

ତୁଳା: ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।  ଜୀବନସାଥୀଙ୍କ ସହଯୋଗ ମିଳିବ। ଚାକିରିକ୍ଷେତ୍ରରେ ସମସ୍ୟା ଦେଖାଯାଇପାରେ।

 ବିଚ୍ଛା: ସ୍ୱାସ୍ଥ୍ୟ ଭଲ ରହିବ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ନୂଆ ଜମି କିଣିବାର ଯୋଗ ରହିଛି।

ଧନୁ: ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। ପ୍ରତିଯୋଗୀତାରେ ସଫଳତା ମିଳିବ। ଯାତ୍ରା କରନ୍ତୁ ନାହିଁ।

ମକର: ଚାକିରିକ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ। ଘରକୁ ପ୍ରିୟ ବନ୍ଧୁ ଆସିପାରନ୍ତି। ସ୍ଥାନ ପରିବର୍ତ୍ତନର ଯୋଗ ରହିଛି।

 କୁମ୍ଭ: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଧାର୍ମିକ  କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଯାତ୍ରା କରନ୍ତୁ ନାହିଁ।

ମୀନ: ପରିବାର ସଦସ୍ୟଙ୍କ ସହ ଦିନଟି ଖୁସିରେ କାଟିବେ। ବାଦ-ବିବାଦରୁ ଦୂରେଇ ରହନ୍ତୁ। ଯାତ୍ରା କରନ୍ତୁ ନାହିଁ।

 

Related story