ମେଷ: ଖାଦ୍ୟ-ପାନୀୟ ଉପରେ ଧ୍ୟାନ ଦିଅନ୍ତୁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ପିଲାଙ୍କୁ ନେଇ ଚିନ୍ତିତ ରହିବେ।
ବୃଷ: ଯାନବାହନ ସୁଖ ମିଳିବ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ପରିବାରେ ହସ ଓ ଖୁସିର ବାତାବରଣ ରହିବ।
ମିଥୁନ: ବିବାହ ସ୍ଥିର ହୋଇପାରେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ କରିପାରନ୍ତି।
କର୍କଟ: ବ୍ୟସ୍ତତା ଭିତରେ ଦିନଟି କଟିବ। ଅସୁସ୍ଥ ଅନୁଭବ କରିବେ। ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।
ସିଂହ: ସୁସ୍ଥ ରହିବେ। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଶୁଭ ସମାଚାର ଶୁଣି ପାରନ୍ତି।
କନ୍ୟା:ମାନ-ସମ୍ମାନ ମିଳିବ। ଧନପ୍ରାପ୍ତିର ଯୋଗ ରହିଛି।
ତୁଳା: କ୍ୟାରିୟରକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ନୂତନ କାମରେ ଯୋଗ ଦେଇପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।
ବିଚ୍ଛା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଯାନବାହନ ଚଲାଇବା ସମୟରେ ସତର୍କ ରୁହନ୍ତୁ।
ଧନୁ: ବିବାହ ସ୍ଥିର ହୋଇପାରେ। ଅର୍ଥପ୍ତାପ୍ତିର ଯୋଗ ରହିଛି। ଯାତ୍ରା କରିପାରନ୍ତି।
ମକର: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଲାଭବାନ ହେବେ। ବ୍ୟସ୍ତତା ଭିତରେ ଦିନଟି କଟିବ।
କୁମ୍ଭ: କ୍ୟାରିୟରରେ ପରିବର୍ତ୍ତନ କରିପାରନ୍ତି। ସୁସ୍ଥ ରହିବେ। ଧନପ୍ରାପ୍ତିର ଯୋଗ ରହିଛି।
ମୀନ: ଅସୁସ୍ଥ ଅନୁଭବ କରିବେ। ବ୍ୟସ୍ତତା ଭିତରେ ଦିନଟି କଟିବ। ଭଗବାନଙ୍କୁ ଫୁଲ ଅର୍ପଣ କରନ୍ତୁ।