ଆଜି ବିଜେଡି ହରତାଳ: ସ୍କୁଲ କଲେଜ ବନ୍ଦ ପାଇଁ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି ବିଜେଡି। ରାଜ୍ୟର ସବୁ ବ୍ଲକ ଓ ସଦର ମହକୁମାରେ ବିଜେଡି ହରତାଳ କରୁଛି। ହରତାଳ ଯୋଗୁଁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଏନେଇ ଏକ ଆଡଭାଇଜରୀ ଜାରି କରିଛନ୍ତି ରାଜ୍ୟ ସରକାର। ହରତାଲ୍ ଯୋଗଁ ଛାତ୍ରଛାତ୍ରୀଙ୍କ ଅସୁବିଧା ହେବା ଆଶଙ୍କାରେ ଏହି ଆଡଭାଇଜାରୀ ଜାରି କରାଯାଇଛି।  ତା’ସହ ସ୍କୁଲ କଲେଜର ପରୀକ୍ଷା ଗୁଡ଼ିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି।

Rakesh Mallick
  • Published: Monday, 18 September 2017
  • , Updated: 18 September 2017, 11:02 AM IST

ଭୁବନେଶ୍ୱର: ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି ବିଜେଡି। ରାଜ୍ୟର ସବୁ ବ୍ଲକ ଓ ସଦର ମହକୁମାରେ ବିଜେଡି ହରତାଳ କରୁଛି। ହରତାଳ ଯୋଗୁଁ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଆଜି ପାଇଁ ବନ୍ଦ ରଖାଯାଇଛି। ଏନେଇ ଏକ ଆଡଭାଇଜରୀ ଜାରି କରିଛନ୍ତି ରାଜ୍ୟ ସରକାର।

ହରତାଲ୍ ଯୋଗଁ ଛାତ୍ରଛାତ୍ରୀଙ୍କ ଅସୁବିଧା ହେବା ଆଶଙ୍କାରେ ଏହି ଆଡଭାଇଜାରୀ ଜାରି କରାଯାଇଛି।  ତା’ସହ ସ୍କୁଲ କଲେଜର ପରୀକ୍ଷା ଗୁଡ଼ିକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି।

Related story