୨୦ ମେ’ ରବିବାର: ଜାଣନ୍ତୁ, ଆଜିର ଦିନଟି ଆପଣଙ୍କ ପାଇଁ କେମିତି ରହିବ

ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନହେଲେ ସମସ୍ୟାରେ ପଡ଼ିପାରନ୍ତି। ଦୂରଯାତ୍ରା ଯିବାର ଯୁଗ ରହିଛି। ଘରୁ ବାହାରିବା ବେଳେ ଗୁଡ଼ ଖାଇ ବାହାରନ୍ତୁ। ବୃଷ: ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦର ସମାଧାନ ହେବ। ଦୂର ଯାତ୍ରା ଯିବାର ରହିଛି। ଚାକିରି ପରିବର୍ତ୍ତନର ଯୁଗ ରହିଛି। ମିଥୁନ୍‌: ଭଲ ଖବର ପାଇବେ। ମାନ ଓ ସମ୍ମାନ ପାଇବେ। ପାରିବାରିକ ସମସ୍ୟା ଥିଲେ ଦୂର ହେବ। ସ୍ୱାସ୍ଥ୍ୟ ଠିକ୍‌ ରହିବ। କର୍କଟ: ପାରିବାକରିକ ଜୀବନରେ ଶୁଖ ଓ […]

Rasiphala-image

Rakesh Mallick
  • Published: Sunday, 20 May 2018
  • , Updated: 20 May 2018, 05:12 AM IST

ମେଷ: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ନହେଲେ ସମସ୍ୟାରେ ପଡ଼ିପାରନ୍ତି। ଦୂରଯାତ୍ରା ଯିବାର ଯୁଗ ରହିଛି। ଘରୁ ବାହାରିବା ବେଳେ ଗୁଡ଼ ଖାଇ ବାହାରନ୍ତୁ।

ବୃଷ: ଦୀର୍ଘ ଦିନରୁ ଲାଗି ରହିଥିବା ବିବାଦର ସମାଧାନ ହେବ। ଦୂର ଯାତ୍ରା ଯିବାର ରହିଛି। ଚାକିରି ପରିବର୍ତ୍ତନର ଯୁଗ ରହିଛି।

ମିଥୁନ୍‌: ଭଲ ଖବର ପାଇବେ। ମାନ ଓ ସମ୍ମାନ ପାଇବେ। ପାରିବାରିକ ସମସ୍ୟା ଥିଲେ ଦୂର ହେବ। ସ୍ୱାସ୍ଥ୍ୟ ଠିକ୍‌ ରହିବ।

କର୍କଟ: ପାରିବାକରିକ ଜୀବନରେ ଶୁଖ ଓ ଶାନ୍ତି ମିଳିବ। ଅର୍ଥ ମିଳିବାର ଯୁଗ ରହିଛି। ଆପଣଙ୍କ ଯାତ୍ରା ଲାଭ ଦାୟକ ହେବ।

ସିଂହ: ବିବାଦଠାରୁ ଦୂରେଇ ରୁହନ୍ତି। ଅଜଥାରେ କାହା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ। ଅର୍ଥହାନୀ ପ୍ରତି ସତର୍କ ରୁହନ୍ତୁ। କୌଣସି ନିଷ୍ପତ୍ତି ଏକା ଏକା ନିଅନ୍ତୁ ନାହିଁ।

କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ଉପହାର ଓ ସମ୍ମାନ ଲାଭ ମିଳିବ। ଘରକୁ ଅତିଥି ଆସିପାରନ୍ତି। ବହୁ ଦିନରୁ ଅଟକିଥିବା କାମ ପୂର୍ଣ୍ଣ ହେବ।

ତୁଳା: କ୍ରୋଧକୁ ନିଜ ଆୟତ୍ତରେ ରଖନ୍ତୁ। ନହେଲେ ଚାକିରି କ୍ଷେତ୍ରରେ ଅସୁବିଧାରେ ପଡ଼ିପାରନ୍ତି। ଗର୍ଭବତୀ ମହିଳାଙ୍କୁ ସନ୍ତାନ ପ୍ରାପ୍ତିର ଯୁଗ ରହିଛି।

ବିଚ୍ଛା: ବୈବାହିକ ଜୀବନରେ କିଛି ସମସ୍ୟା ଥିଲେ ସମାଧାନ ହୋଇଯିବ। ଦୀର୍ଘ ଦିନରୁ ଅଟକି ଥିବା ଅର୍ଥ ମିଳିଯିବ। ଚାକିରିକୁ ନେଇ ଚିନ୍ତିତ ଅଛନ୍ତି କି? ବ୍ୟସ୍ତ ହୁଅନ୍ତୁ ନାହିଁ। ସମସ୍ୟା ଦୂର ହୋଇଯିବ।

ଧନୁ: ଆଜିର ଦିନଟି ଆପଣଙ୍କ ପାଇଁ ବେଶୀ ଭଲ ନାହିଁ। ବ୍ୟସ୍ତତା ଭିତରେ ଦିନଟି ଅତିବାହିତ ହେବ। ଦୂର ଯାତ୍ରା କରିବାକୁ ଯୋଜନା ରଖିଛନ୍ତି କି? ଯାଆନ୍ତୁ ନାହିଁ।

ମକର: ସମ୍ପତ୍ତି ସମସ୍ୟା ଥିଲେ ଦୂର ହୋଇଯିବ। ସ୍ଥାନ ପରିବର୍ତ୍ତନ କରିବାର ଯୁଗ ରହିଛି। ଅର୍ଥ ଲାଭ ମିଳିବ। ପରିବାରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ୍‌ ରହିବ।

କୁମ୍ଭ: ଆଜିର ଦିନରେ ମାନ ଓ ସମ୍ମାନ ମିଳିବ। ବ୍ୟସ୍ତତା ଭିତରେ ଜୀବନ ଅତିବାହିତ ହେବ। ଚାକିରି ପ୍ରତି ଧ୍ୟାନ ଦିଅନ୍ତୁ। ନହେଲେ କିଛି ସମସ୍ୟା ଦେଖାଦେଇପାରେ।

ମୀନ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ରହିବ। ପରିବାରରେ କିଛି ସମସ୍ୟା ଥିଲେ ଦୂର ହେବ। ଜୀବନ ସାଥୀଙ୍କଠାରୁ ସହଯୋଗ ମିଳିବ। ଅର୍ଥ ଲାଭ ମିଳିବାର ଯୁଗ ରହିଛି।

Related story