ଆସନ୍ତାକାଲି ରାଜ୍ୟରେ ବିଜେପି ପାଳିବ ବିଜୟ ଉତ୍ସବ

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ପଞ୍ଚାୟତ ନିର୍ବାଚନର ବିଜୟ ଉତ୍ସବ ପାଳନ କରିବ। ଏନେଇ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ସୂଚନା ଦେଛନ୍ତି। ସେ କହିଛନ୍ତି,“ କେନ୍ଦ୍ରୀୟ ସଂଗଠନର ପରାମର୍ଶରେ ବିଜେପି ଏହି ବିଜୟ ଉତ୍ସବ ପାଳିବ। ଓଡ଼ିଶାରେ ପଞ୍ଚାୟତ ଓ ମୁମ୍ବାଇରେ କର୍ପୋରେସନ ନିର୍ବାଚନ ସଫଳତା ପାଇଁ ଏହି ବିଜୟ ଉତ୍ସବ ପାଳନ କରାଯିବ। ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଏହା ପାଳନ କରାଯିବ।”

bjp

Rakesh Mallick
  • Published: Friday, 24 February 2017
  • , Updated: 24 February 2017, 02:27 PM IST

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟର ସବୁ ଜିଲ୍ଲା କାର୍ଯ୍ୟାଳୟରେ ବିଜେପି ପଞ୍ଚାୟତ ନିର୍ବାଚନର ବିଜୟ ଉତ୍ସବ ପାଳନ କରିବ। ଏନେଇ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ସୂଚନା ଦେଛନ୍ତି।

ସେ କହିଛନ୍ତି,“ କେନ୍ଦ୍ରୀୟ ସଂଗଠନର ପରାମର୍ଶରେ ବିଜେପି ଏହି ବିଜୟ ଉତ୍ସବ ପାଳିବ। ଓଡ଼ିଶାରେ ପଞ୍ଚାୟତ ଓ ମୁମ୍ବାଇରେ କର୍ପୋରେସନ ନିର୍ବାଚନ ସଫଳତା ପାଇଁ ଏହି ବିଜୟ ଉତ୍ସବ ପାଳନ କରାଯିବ। ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଏହା ପାଳନ କରାଯିବ।”

Related story