ଆସନ୍ତାକାଲି ପ୍ରକାଶ ପାଇବ ସିବିଏସ୍‌ଇ ଦଶମ ପରୀକ୍ଷା ଫଳ

ଚେନ୍ନାଇ: ଆସନ୍ତାକାଲି ସେଣ୍ଟ୍ରାଲ ବୋର୍ଡ ଫର ସେକେଣ୍ଡାରୀ ଏଜୁକେଶନ୍‌ (ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ। ଏନେଇ ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ। ଚଳିତବର୍ଷ ୧୬,୬୭,୫୭୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।  

Results-exam-EP6

Rakesh Mallick
  • Published: Friday, 02 June 2017
  • , Updated: 03 June 2017, 07:27 AM IST

Related story