ଜାଣନ୍ତୁ ଘର ସାମ୍ନାରେ କେଉଁ ଗଛ ରହିଲେ ଅମଙ୍ଗଳ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଘର ବାହାରେ ରଖାଯାଉଥିବା ଜିନିଷ ଘରର ସୁଖ ଶାନ୍ତି ଉପରେ ପ୍ରଭାବ ପକାଇଥାଏ। ଯେମିତି ଗଛ। ଘର ବାହାରେ ସାଧାରଣତଃ ଗଛ ଥାଏ। କିଛି ଗଛ ଆପେ ଆପେ ଉଠିଥାଏ ତ କିଛି ଗଛ ଆମେ ଲଗାଇଥାଉ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଗଛ ଲଗାଇବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ। ଘର ବାହାରେ କେବେ କଣ୍ଟାଗଛ ଓ କ୍ଷୀର ବାହାରୁଥିବା ଗଛ ଲଗାନ୍ତୁ ନାହିଁ । ଏଥିସହ ଘର ବାହାରେ କେବେ ପଥର ଗଦାକରି ରଖନ୍ତୁ ନାହିଁ। ଏହାଦ୍ୱାରା ଅମଙ୍ଗଳ ହୋଇଥାଏ ଓ ଘରେ ଅଶାନ୍ତି ଦେଖା ଦେଇଥାଏ।

ଦେଖନ୍ତୁ ଭିଡିଓ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।