ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଗଲେ ୨ ଭଉଣୀ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ମୁଗକଣି ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଗାଁର ସୁଶାନ୍ତ ମୁଦୁଲିଙ୍କ ଦୁଇ ଝିଅ ସୁସ୍ମିତା ଓ ସୁଜାତ। ଦୁହିଁଙ୍କୁ ଉଦ୍ଧାର କରିବାକୁ ଯାଇ ସେମାନଙ୍କ ବଡ଼ ଭଉଣୀ ସୁଚିତ୍ରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲକୁ ପଠାଯାଇଛି।

2 sister death

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 11:52 AM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ମୁଗକଣି ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଗାଁର ସୁଶାନ୍ତ ମୁଦୁଲିଙ୍କ ଦୁଇ ଝିଅ ସୁସ୍ମିତା ଓ ସୁଜାତ।

ଦୁହିଁଙ୍କୁ ଉଦ୍ଧାର କରିବାକୁ ଯାଇ ସେମାନଙ୍କ ବଡ଼ ଭଉଣୀ ସୁଚିତ୍ରା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲକୁ ପଠାଯାଇଛି।

Related story