ଉପରେ ଉପରେ ଝୋଳ: ଭିତରେ ଭିତରେ ଖୋଳ...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଗତି କୁଆଡେ଼। ହିସାବ ପତ୍ରରୁ ଜଣାପଡୁଛି ଯେ ଏହା ଆଗେଇ ଚାଲିଛି। ପ୍ରଗତିର ଗତି ତୀବ୍ର ପରି ଲାଗୁଛି। କିନ୍ତୁ ବାସ୍ତବରେ ଏ ସ୍ଥିତି ଅସଲ ଚିତ୍ର ନୁହେଁ। ଆଗେଇ ଚାଲିଥିବା ଏ ରାଜ୍ୟ କିଛି ଭିତରେ ଭିତରେ ଖୋଳ ହୋଇଚାଲିଛି। ନବୀନ ବାବୁ ବସ୍ତା ମୁଣ୍ଡେଇ ଖୁବ୍ କଷ୍ଟରେ ଆଗେଇ ଚାଲିଛନ୍ତି, କିନ୍ତୁ ଏପଟେ ବସ୍ତା ଖୋଳ କରି ଚାଲିଛନ୍ତି ମୂଷା। କିଏ ସେ ମୂଷା? ଏଇ ଭାବଧାରାରେ ଓଡ଼ିଶା ରିପୋର୍ଟର […]

Rakesh Mallick
  • Published: Wednesday, 27 September 2017
  • , Updated: 27 September 2017, 11:11 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଗତି କୁଆଡେ଼। ହିସାବ ପତ୍ରରୁ ଜଣାପଡୁଛି ଯେ ଏହା ଆଗେଇ ଚାଲିଛି। ପ୍ରଗତିର ଗତି ତୀବ୍ର ପରି ଲାଗୁଛି। କିନ୍ତୁ ବାସ୍ତବରେ ଏ ସ୍ଥିତି ଅସଲ ଚିତ୍ର ନୁହେଁ। ଆଗେଇ ଚାଲିଥିବା ଏ ରାଜ୍ୟ କିଛି ଭିତରେ ଭିତରେ ଖୋଳ ହୋଇଚାଲିଛି। ନବୀନ ବାବୁ ବସ୍ତା ମୁଣ୍ଡେଇ ଖୁବ୍ କଷ୍ଟରେ ଆଗେଇ ଚାଲିଛନ୍ତି, କିନ୍ତୁ ଏପଟେ ବସ୍ତା ଖୋଳ କରି ଚାଲିଛନ୍ତି ମୂଷା। କିଏ ସେ ମୂଷା? ଏଇ ଭାବଧାରାରେ ଓଡ଼ିଶା ରିପୋର୍ଟର ପାଇଁ ସ୍ୱତନ୍ତ୍ର କାଟୁର୍ନ୍ ଚିତ୍ର ପ୍ରସ୍ତୁତ କରିଛନ୍ତି ଚିତ୍ରଶିଳ୍ପୀ ଓ ଲେଖକ ସଂଜୟ ଭଟ୍ଟ।

Related story