ସବୁ ବିଶ୍ୱବିଦ୍ୟାଳୟରେ ବିଜେପିର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ଆଗରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଉଛି। ଶିକ୍ଷାନୁଷ୍ଠାନରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ବିଜେପି  ଯୁବ ମୋର୍ଚ୍ଚା ବିକ୍ଷୋଭ କରୁଛି । ରେଭେନ୍ସା ପ୍ରସଙ୍ଗରେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ଓ ବାରବାଟୀ- କଟକ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମ୍ପୃକ୍ତି ଅଛି ବୋଲି ଯୁବମୋର୍ଚ୍ଚା ସଭାପତି ଟଙ୍କ ଧର ତ୍ରିପାଠୀ ଅଭିଯୋଗ କରିଛନ୍ତି।

bjp

Rakesh Mallick
  • Published: Wednesday, 08 March 2017
  • , Updated: 08 March 2017, 12:42 PM IST

Related story