ସବ୍-ଇନ୍ସପେକ୍ଟର ପଦ ପାଇଁ ବାହାରିଲା ବିଜ୍ଞପ୍ତି, ତୁରନ୍ତ କରନ୍ତୁ ଆବେଦନ

ସବ୍ ଇନ୍ସପେକ୍ଟର, ସେଲ୍‌ ଟ୍ୟାକ୍ସ ଇନ୍ସପେକ୍ଟର ଏବଂ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦ ପାଇଁ ବାହାରିଲା ବିଜ୍ଞପ୍ତି। ମହାରାଷ୍ଟ୍ର ପୋଲିସ ଲୋକସେବା ଆୟୋଗ ପକ୍ଷରୁ ଆସିଥିବା ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି। ସମ୍ପୂର୍ଣ୍ଣ ବିବରଣୀ ପୁଲିସ ସବ୍ ଇନ୍ସପେକ୍ଟର ପାଇଁ ୩୮୭ ପଦବୀ, ସେଲ୍ସ ଟ୍ୟାକ୍ସ ଇନ୍ସପେକ୍ଟର ପାଇଁ ୩୪ ପଦବୀ, ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ପାଇଁ ୨୮ ପଦବୀ ବାହାରିଛି। ଚୟନ ହେବାପରେ ପ୍ରାର୍ଥୀଙ୍କ ପାଇଁ ୯,୩୦୦-୩୪,୮୦୦ଟଙ୍କା ପର୍ଯ୍ୟନ୍ତ ପେ-ସ୍କେଲ୍‌ ରହିବ। ଗ୍ରେଡ୍‌ ପେ […]

Delete-JOBS-1

Rakesh Mallick
  • Published: Friday, 09 March 2018
  • , Updated: 09 March 2018, 06:26 PM IST

ସବ୍ ଇନ୍ସପେକ୍ଟର, ସେଲ୍‌ ଟ୍ୟାକ୍ସ ଇନ୍ସପେକ୍ଟର ଏବଂ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦ ପାଇଁ ବାହାରିଲା ବିଜ୍ଞପ୍ତି। ମହାରାଷ୍ଟ୍ର ପୋଲିସ ଲୋକସେବା ଆୟୋଗ ପକ୍ଷରୁ ଆସିଥିବା ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି।

ସମ୍ପୂର୍ଣ୍ଣ ବିବରଣୀ

ପୁଲିସ ସବ୍ ଇନ୍ସପେକ୍ଟର ପାଇଁ ୩୮୭ ପଦବୀ, ସେଲ୍ସ ଟ୍ୟାକ୍ସ ଇନ୍ସପେକ୍ଟର ପାଇଁ ୩୪ ପଦବୀ, ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ପାଇଁ ୨୮ ପଦବୀ ବାହାରିଛି। ଚୟନ ହେବାପରେ ପ୍ରାର୍ଥୀଙ୍କ ପାଇଁ ୯,୩୦୦-୩୪,୮୦୦ଟଙ୍କା ପର୍ଯ୍ୟନ୍ତ ପେ-ସ୍କେଲ୍‌ ରହିବ। ଗ୍ରେଡ୍‌ ପେ ୪୩୦୦ଟଙ୍କା ରହିଛି।

ଯୋଗ୍ୟତା- ଗ୍ରାଜୁଏସନ୍‌

ବୟସ ସୀମା- ୧୯-୩୧ ବର୍ଷ

ଚାକିରି ସ୍ଥାନ- ମୁମ୍ବାଇ (ମହାରାଷ୍ଟ୍ର)

ୟନ ପ୍ରକିୟା- ଲିଖିତ ପରୀକ୍ଷା, ଏମ୍‌.ଇ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ।

ଆବେଦନ ରାଶି- ସାଧାରଣ ବର୍ଗ ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ରାଶି ୩୭୪ଟଙ୍କା ଥିବା ବେଳେ ରିଜର୍ଭେସନ୍‌ କୋଟା ଥିବା ପ୍ରାର୍ଥୀମାନଙ୍କୁ ୨୭୪ଟଙ୍କା ଦେବାକୁ ପଡିବ।

କେମିତି କରିବେ ଆବେଦନ- www.mahampsc.mahaonline.gov.in କୁ ଯାଇ ଆପଣ ଆବେଦନ କରିପାରିବେ।

ଆବେଦନର ଶେଷ ତାରିଖ- ୨୦ ମାର୍ଚ୍ଚ ୨୦୧୮

Related story