ବାଣୀବିହାରରେ ଥମୁନି ଉତ୍ତେଜନା: ଅପରାହ୍ନ ୫ଟା ସୁଦ୍ଧା ହଷ୍ଟେଲ୍ ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ନିର୍ବାଚନ ସରିବା ପରେ ବି ବାଣୀବିହାରରେ ଥମୁନି ଉତ୍ତେଜନା। କ୍ୟାମ୍ପସ୍‌ରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା ପରେ ଆଜି ଅପରାହ୍ନ ୪ଟା ସୁଦ୍ଧା ଛାତ୍ରୀ ନିବାସ ଓ ୫ଟା ସୁଦ୍ଧା ଛାତ୍ରାବାସ ଖାଲି କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ପିଜି କାଉନ୍‌ସିଲ୍ ଚେୟାରମ୍ୟାନ୍‌ ଏହି ସୂଚନା ଦେଇଛନ୍ତି। ଗତକାଲି ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର ୩ ଜଣ ଆହତ ହୋଇଥିଲେ। ଏହା ପରେ କ୍ୟାମ୍ପସ୍‌ରେ […]

vanivihar

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 10:09 PM IST

ଭୁବନେଶ୍ୱର: ନିର୍ବାଚନ ସରିବା ପରେ ବି ବାଣୀବିହାରରେ ଥମୁନି ଉତ୍ତେଜନା। କ୍ୟାମ୍ପସ୍‌ରେ ଗତକାଲି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା ପରେ ଆଜି ଅପରାହ୍ନ ୪ଟା ସୁଦ୍ଧା ଛାତ୍ରୀ ନିବାସ ଓ ୫ଟା ସୁଦ୍ଧା ଛାତ୍ରାବାସ ଖାଲି କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ପିଜି କାଉନ୍‌ସିଲ୍ ଚେୟାରମ୍ୟାନ୍‌ ଏହି ସୂଚନା ଦେଇଛନ୍ତି।

ଗତକାଲି ବାଣୀବିହାରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର ୩ ଜଣ ଆହତ ହୋଇଥିଲେ। ଏହା ପରେ କ୍ୟାମ୍ପସ୍‌ରେ ଚାପା ଉତ୍ତେଜନା ଲାଗି ରହିଥିଲା। ଗଣ୍ଡଗୋଳ ଘଟଣା ପରେ ବାଣୀବିହାରରେ ୫ ପ୍ଲାଟୁନ୍‌ରୁ ଅଧିକ ଫୋର୍ସ ମୁତୟନ କରାଯାଇଛି।

Related story