ବିବାହରେ ବିଳମ୍ବ ହେଉଛି କି?  କାରଣ ଆପଣଙ୍କ ପଲଙ୍କ ନୁହେଁ ତ...

ଅନେକ ଥର ଏପରି ହୁଏ ଆମେ କୌଣସି ନୂଆ ଜାଗାକୁ ଗଲେ ନିଦ ହୁଏ ନାହିଁ। ଆଉ ବେଳେ ବେଳେ ଏପରି ହୁଏ କିଛି ଜାଗାରେ ଆମକୁ ନିଜ ଘରଠୁ ବି ଅଧିକ ଆରାମ ମିଳିଥାଏ ବା ଭଲରେ ନିଦ ହୋଇଥାଏ। ଏପରି ହେବାର କାରଣ ଜାଣନ୍ତି କି? ବାସ୍ତବରେ ଏସବୁ ବାସ୍ତୁର ପ୍ରଭାବରେ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ଢଙ୍ଗ ଏବଂ ବିଛଣାର ପ୍ରଭାବ ଆପଣଙ୍କ ଜୀବନରେ ପଡ଼ିଥାଏ। ଏହା ଆପଣଙ୍କ ବୈବାହିକ ଜୀବନରେ ବାଧା […]

bed

bed

Rakesh Mallick
  • Published: Sunday, 26 November 2017
  • Updated: 26 November 2017, 12:16 PM IST

ଅନେକ ଥର ଏପରି ହୁଏ ଆମେ କୌଣସି ନୂଆ ଜାଗାକୁ ଗଲେ ନିଦ ହୁଏ ନାହିଁ। ଆଉ ବେଳେ ବେଳେ ଏପରି ହୁଏ କିଛି ଜାଗାରେ ଆମକୁ ନିଜ ଘରଠୁ ବି ଅଧିକ ଆରାମ ମିଳିଥାଏ ବା ଭଲରେ ନିଦ ହୋଇଥାଏ। ଏପରି ହେବାର କାରଣ ଜାଣନ୍ତି କି? ବାସ୍ତବରେ ଏସବୁ ବାସ୍ତୁର ପ୍ରଭାବରେ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁଯାୟୀ ଶୋଇବା ଢଙ୍ଗ ଏବଂ ବିଛଣାର ପ୍ରଭାବ ଆପଣଙ୍କ ଜୀବନରେ ପଡ଼ିଥାଏ। ଏହା ଆପଣଙ୍କ ବୈବାହିକ ଜୀବନରେ ବାଧା ସୃଷ୍ଟି କରିଥାଏ। ଆପଣଙ୍କ କ୍ୟାରିୟର୍ ଓ ଆର୍ଥିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ଏପରିକି ଆପଣଙ୍କ ବିବାହରେ ବିଳମ୍ବ ହେବାର କାରଣ ଆପଣଙ୍କ ଖଟ ବା ବିଛଣା ହୋଇପାରେ। ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ ଆଜି ଆମେ ଆପଣଙ୍କୁ ବତାଇବୁ ଏହି ବାସ୍ତୁ ଦୋଷରୁ କିପରି ମୁକ୍ତି ପାଇବେ।

୧. ବିଛଣାକୁ ସଫା ରଖିବା ଯେତେ ଜରୁରୀ ସେତିକି ଜରୁରୀ ଖଟ ତଳକୁ ମଧ୍ୟ ସଫା ରଖିବା ହୋଇଥାଏ। ତେଣୁ ଯଦି ଆପଣ ଖଟ ତଳେ କିଛି ଜିନିଷ ରଖୁଛନ୍ତି ତେବେ ତାକୁ ତୁରନ୍ତ ହଟାଇ ଦିଅନ୍ତୁ। କାରଣ ଏହା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।

୨.  ବକ୍ସ ବାଲା ଖଟରେ ଶୋଉଥିଲେ ବକ୍ସ ମଧ୍ୟରେ କିଛି ଜିନିଷ ରଖନ୍ତୁ ନାହିଁ। ଏହା ଦ୍ୱାରା କୌଣସି ଖରାପ ଶକ୍ତିର ପ୍ରଭାବ ରହିବ ନାହିଁ।

୩. ପଲଙ୍କର ଚାରି ଗୋଡ଼ ତଳେ ତମ୍ବାର ଏକ ସ୍ପ୍ରିଙ୍ଗ୍ ଲଗାନ୍ତୁ ଅଥବା କୌଣସି ପାତ୍ରରେ ଲୁଣ ଭରି ରଖନ୍ତୁ। ବାସ୍ତୁ ଦୋଷ ଦୂର ହେବ।

୪. ପଲଙ୍କର ସର୍ବଦା ବାମ ପଟେ ଶୁଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ମନ ଭଲ ରହିବା ସହ ଆପଣ ଆକ୍ଟିଭ ରହିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story