ଜାଣିଛନ୍ତି, କୁକୁର କାହିଁକି ଗାଡି ଚକ ଦେଖିଲେ ମୁତେ

ସାଧାରଣତଃ ଆମେ ଦେଖିଥାଉ ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡି ଉପରେ କୁକୁର ପରିସ୍ରା କରିଥାନ୍ତି। କୁକୁରଙ୍କ ଏହି ଆଚରଣ ଆମ ପାଇଁ ସାଧାରଣ କଥା। କାରଣ ପ୍ରାୟ ପ୍ରତିଦିନ ଆମେ ଏପରି ଦେଖୁଛନ୍ତି। ହେଲେ କେବେ ଭାବିଛନ୍ତି କୁକୁର ଏମିତି କାହିଁକି କରିଥାଏ। ପରିସ୍ରା କରିବାକୁ ଏତେ ସ୍ଥାନ ଥାଇ ବି ଗାଡ଼ି ଉପରେ କାହିଁକି କରିଥାଏ। ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ ରହିଛି ରହସ୍ୟ। ପ୍ରଶ୍ନ ତ ମନକୁ ନିଶ୍ଚିତ ଆସିଥିବ […]

dog

dog

Rakesh Mallick
  • Published: Sunday, 01 April 2018
  • Updated: 02 April 2018, 03:49 PM IST

Sports

Latest News

ସାଧାରଣତଃ ଆମେ ଦେଖିଥାଉ ରାସ୍ତା କଡ଼ରେ ଠିଆ ହୋଇଥିବା ଗାଡି ଉପରେ କୁକୁର ପରିସ୍ରା କରିଥାନ୍ତି। କୁକୁରଙ୍କ ଏହି ଆଚରଣ ଆମ ପାଇଁ ସାଧାରଣ କଥା। କାରଣ ପ୍ରାୟ ପ୍ରତିଦିନ ଆମେ ଏପରି ଦେଖୁଛନ୍ତି। ହେଲେ କେବେ ଭାବିଛନ୍ତି କୁକୁର ଏମିତି କାହିଁକି କରିଥାଏ। ପରିସ୍ରା କରିବାକୁ ଏତେ ସ୍ଥାନ ଥାଇ ବି ଗାଡ଼ି ଉପରେ କାହିଁକି କରିଥାଏ। ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ ରହିଛି ରହସ୍ୟ।

dogପ୍ରଶ୍ନ ତ ମନକୁ ନିଶ୍ଚିତ ଆସିଥିବ ଯେ, ଏତେ ଖୋଲା ଜାଗା ଥାଇ ବି କୁକୁର କାହିଁକି ପରିସ୍ରା କରିବାକୁ କାନ୍ଥ, ଗଛ ଗାଡ଼ି କିମ୍ବା ଗାଟାୟାର ଖୋଜିଥାନ୍ତି। ଏହା ପଛରେ ଏକ ବୈଜ୍ଞାନିକ କାରଣ ରହିଛି। କୁକୁର ପରିସ୍ରା କରିବାକୁ ଏମିତି ଜିନିଷ ବାଛିଥାଏ, ଯାହା ଆକାଶ ଆଡକୁ ସିଧାସଳଖ ଠିଆ ହୋଇଥାଏ। ନ ହେଲେ ଏମିତି କିଛି, ଯାହା ସମ୍ପୂର୍ଣ୍ଣ ସିଧା ହୋଇ ରହିଥାଏ। ଏବେ ତାହା ପାଚେରୀ ହେଉ କି ଗାଡ଼ ସେଥିରେ କୁକୁରର କିଛି ଯାଏ ଆସେ ନାହିଁ।

dogକୁକୁର ସବୁବେଳେ ନିଜ ନାକ ଉଚ୍ଚାରେ ପରିସ୍ରା କରିଥାଏ। ଏପରି କରି ଉକ୍ତ ସ୍ଥାନରେ ସେ ଅନ୍ୟ କୁକୁରଙ୍କ ପାଇଁ ନିଜ ଗନ୍ଧ ଛାଡିକି ଯାଇଥାଏ। ଏହାଦ୍ୱାରା ସେ ଅନ୍ୟ କୁକୁରଙ୍କୁ ନିଜ ଇଲାକ୍‌ ବିଷୟରେ କହିଥାଏ।

କୁକୁରର ଏପରି ବ୍ୟବହାର ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି ସମ୍ପୂର୍ଣ୍ଣ ସତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story