କାହିଁକି କରାଯାଏ ୧୧ ମାସର ଏଗ୍ରିମେଣ୍ଟ: କ’ଣ ରହିଛି ଏହା ପଛରେ ରହସ୍ୟ?

ନୂଆଦିଲ୍ଲୀ: ଆପଣ କେବେ ଭଡ଼ାରେ ଜମି କି ଘର ନେଇଛନ୍ତି କି ? ଯଦି ନେଇଥିବେ ତେବେ ମାଲିକ ଆପଣଙ୍କ ସହ ଏକ ଏଗ୍ରିମେଣ୍ଟ (ଚୁକ୍ତି) କରିଥିବେ। ଏହି ଏଗ୍ରିମେଣ୍ଟର ଅବଧି ୧୧ ମାସ ହୋଇଥିବ। ଆପଣ ଜାଣିଛନ୍ତି କି, କାହିଁକି ୧୧ ମାସ କରାଯାଇଥାଏ ଏଗ୍ରିମେଣ୍ଟ ? ଏହାଠାରୁ ଅଧିକ କାହିଁକି କରାଯାଇ ନଥାଏ ? ଏପରି କାହିଁକି କରାଯାଏ, ବହୁତ କମ ଲୋକ ଜାଣନ୍ତି। ଏପରିକି ବହୁ ଜମି ମାଲିକ, ରିୟଲ ଇଷ୍ଟେଟ୍‌ ଏଜେଣ୍ଟ, […]

rant

rant

Rakesh Mallick
  • Published: Monday, 05 February 2018
  • Updated: 05 February 2018, 11:32 AM IST

Sports

Latest News

ନୂଆଦିଲ୍ଲୀ: ଆପଣ କେବେ ଭଡ଼ାରେ ଜମି କି ଘର ନେଇଛନ୍ତି କି ? ଯଦି ନେଇଥିବେ ତେବେ ମାଲିକ ଆପଣଙ୍କ ସହ ଏକ ଏଗ୍ରିମେଣ୍ଟ (ଚୁକ୍ତି) କରିଥିବେ। ଏହି ଏଗ୍ରିମେଣ୍ଟର ଅବଧି ୧୧ ମାସ ହୋଇଥିବ। ଆପଣ ଜାଣିଛନ୍ତି କି, କାହିଁକି ୧୧ ମାସ କରାଯାଇଥାଏ ଏଗ୍ରିମେଣ୍ଟ ? ଏହାଠାରୁ ଅଧିକ କାହିଁକି କରାଯାଇ ନଥାଏ ? ଏପରି କାହିଁକି କରାଯାଏ, ବହୁତ କମ ଲୋକ ଜାଣନ୍ତି। ଏପରିକି ବହୁ ଜମି ମାଲିକ, ରିୟଲ ଇଷ୍ଟେଟ୍‌ ଏଜେଣ୍ଟ, ଘର ମାଲିକ ୧୧ ମାସର ଏଗ୍ରିମେଣ୍ଟ କରୁଥିଲେ ମଧ୍ୟ ଏପରି କରାଯିବା ପଛର ରହସ୍ୟ କ’ଣ ଜାଣନ୍ତି ନାହିଁ। ଜାଣିଲେ ଆଶ୍ଚର୍ଯ୍ୟ ହେବ ଏପରି କରାଯିବା ପଛରେ ମାତ୍ର ଗୋଟିଏ କାରଣ ରହିଛି। ଆସନ୍ତୁ ଜାଣିବା କ’ଣ ଏହି କାରଣଟି ?

୧୧ ମାସ ଏଗ୍ରିମେଣ୍ଟ କରାଯିବାର କାରଣ ସମ୍ପର୍କରେ ଜାଣିବା ପୂର୍ବରୁ ଏଗ୍ରିମେଣ୍ଟ କ’ଣ ପ୍ରଥମେ ଜାଣନ୍ତୁ। ରେଣ୍ଟ ଏଗ୍ରିମେଣ୍ଟକୁ ଅନ୍ୟ ଅର୍ଥରେ ଲିଜ୍‌ କୁହାଯାଇଥାଏ। ଏହା ସମ୍ପତ୍ତି ମାଲିକ ଓ ଭଡାରେ ରହୁଥିବା ବ୍ୟକ୍ତିଙ୍କ ମଧ୍ୟରେ ହେଉଥିବା ଲିଖିତ ବୁଝାମଣା। ଏଥିରେ ସମ୍ପତ୍ତିର ସବୁ ଟର୍ମସ୍‌ ଓ କଣ୍ଡିସନ ରହିଥାଏ। ଯେପରି, ସମ୍ପତ୍ତିର ଠିକଣା, କେଉଁ ପ୍ରକାର ସମ୍ପତ୍ତି, ସାଇଜ କେମିତି, ମାସିକ ଭଡ଼ା କେତେ, ସିକ୍ୟୁରିଟି ଡିପୋଜିଟ କେତେ, କେଉଁ ଉଦ୍ଦେଶ୍ୟରେ ଭଡ଼ା ଦିଆଯାଉଛି ଓ ଚୁକ୍ତିର ଅବଧି କେତେ। ଏସବୁ ଟର୍ମସ୍‌ ଓ କଣ୍ଡିସନ ପରିବର୍ତ୍ତନ କରାଯାଇ ପାରିବ, ହେଲେ ଉଭୟ ପକ୍ଷ ଚୁକ୍ତି ସ୍ୱାକ୍ଷର କରିବା ପୂର୍ବରୁ। ଥରେ ଚୁକ୍ତି ସ୍ୱାକ୍ଷର ହୋଇଗଲେ, ଆଉ ପରିବର୍ତ୍ତନ ସମ୍ଭବ ହୋଇ ନଥାଏ।

କାହିଁକି ୧୧ ମାସର ଏଗ୍ରିମେଣ୍ଟ କରାଯାଏ ?

ଅଧିକାଂଶ ଏଗ୍ରିମେଣ୍ଟ ୧୧ ମାସର କରାଯାଇଥାଏ। ସୂଚନାଯୋଗ୍ୟ, ରେଜିଷ୍ଟ୍ରେସନ ଆକ୍ଟ ୧୯୦୮ ଅନୁସାରେ ଏଗ୍ରିମେଣ୍ଟ ୧୨ ମାସ କିମ୍ବା ତା’ ଉପରକୁ ହେଲେ ରେଜିଷ୍ଟ୍ରେସନ୍‌ କରିବାକୁ ପଡ଼ିଥାଏ। ଏଗ୍ରିମେଣ୍ଟ ରେଜିଷ୍ଟ୍ରି କରିବା ଦ୍ୱାରା ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ୍‌ ଫିସ୍‌ ଦେବାକୁ ପଡ଼ିଥାଏ। ଏଥିରୁ ବଞ୍ଚିବା ପାଇଁ ୧୨ ମାସ ବଦଳରେ ମାଲିକମାନେ ୧୧ ମାସର ଏଗ୍ରିମେଣ୍ଟ କରିଥାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story