ଏମିତି ଏକ ଧର୍ମ, ଯେଉଁଠି ଡାଟା ବଣ୍ଟନ ପବିତ୍ର କର୍ମ, କମ୍ପ୍ୟୁଟର ଭାଷାରେ ପ୍ରସ୍ତୁତ ହୋଇଛି ଧାର୍ମିକ ସଙ୍କେତ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଧର୍ମ ଭିତ୍ତିରେ ଆମେ ସବୁ ବନ୍ଧା ହୋଇଛେ। ସଂସ୍କୃତରେ ଧର୍ମକୁ ନେଇ ଶ୍ଲୋକଟିଏ ମଧ୍ୟ ରହିଛି, “ଧାରୟତି ଇତି ଧର୍ମଃ”। ଏହାର ଅର୍ଥ ହେଉଛି ଯେଉଁ କ୍ରିୟା ଆମକୁ ଧାରଣ କରିଛି ବା ଯେଉଁ ସଂସ୍କାର ଦ୍ୱାରା ଆମେ ପରିଚାଳିତ ତାହା ହିଁ ହେଉଛି ବାସ୍ତବିକ୍‌ ଧର୍ମ। ଏହି ଧାରଣାକୁ ଭିତ୍ତି କରି ବିଶ୍ୱରେ ସୃଷ୍ଟି ହୋଇଛି ଅନେକ ଧର୍ମ, ଅନେକ ମତବାଦ। ହିନ୍ଦୁ, ମୁସ୍‌ଲିମ୍‌, ଶିଖ୍‌, ଇସାଇ ଏଭଳି କେତେ କେତେ ଧର୍ମ […]

hite

hite

Rakesh Mallick
  • Published: Monday, 05 February 2018
  • Updated: 05 February 2018, 07:44 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଧର୍ମ ଭିତ୍ତିରେ ଆମେ ସବୁ ବନ୍ଧା ହୋଇଛେ। ସଂସ୍କୃତରେ ଧର୍ମକୁ ନେଇ ଶ୍ଲୋକଟିଏ ମଧ୍ୟ ରହିଛି, “ଧାରୟତି ଇତି ଧର୍ମଃ”। ଏହାର ଅର୍ଥ ହେଉଛି ଯେଉଁ କ୍ରିୟା ଆମକୁ ଧାରଣ କରିଛି ବା ଯେଉଁ ସଂସ୍କାର ଦ୍ୱାରା ଆମେ ପରିଚାଳିତ ତାହା ହିଁ ହେଉଛି ବାସ୍ତବିକ୍‌ ଧର୍ମ। ଏହି ଧାରଣାକୁ ଭିତ୍ତି କରି ବିଶ୍ୱରେ ସୃଷ୍ଟି ହୋଇଛି ଅନେକ ଧର୍ମ, ଅନେକ ମତବାଦ। ହିନ୍ଦୁ, ମୁସ୍‌ଲିମ୍‌, ଶିଖ୍‌, ଇସାଇ ଏଭଳି କେତେ କେତେ ଧର୍ମ ରହିଛି ଆମ ପାଖରେ। ହେଲେ ଜାଣିଛନ୍ତି, ନିକଟରେ ଏହି ଧର୍ମ ସରଣୀରେ ସାମିଲ ହୋଇଛି ନୂଆ ଗୋଟିଏ ଧର୍ମ। ଯାହାର ନାଁଟି ହେଉଛି “Kopimism”। ଆଉ ଏହି ଧର୍ମର ଆଧାର କ’ଣ ଜାଣନ୍ତି? ସାଧାରଣ ଧର୍ମ ଭଳି ପ୍ରେମ, ଭକ୍ତି, ବିଶ୍ୱାସ ଏହାର ଆଧାର ବୋଲି ଭାବୁଛନ୍ତି କି? ବିଲ୍‌କୁଲ୍‌ ସେମିତି ନୁହେଁ । ଏହି ଧର୍ମର ଆଧାର ହେଉଛି “ଡାଟା ବଣ୍ଟନ” । ଯାହାକୁ ବିଶ୍ୱର ସବୁଠାରୁ ଶ୍ରେଷ୍ଠ କର୍ମ ବୋଲି କୁହେ “Kopimism” ।

ଏସବୁ ପଢି ପଢି ଆପଣ ଚିନ୍ତାରେ ପଡିବେଣି। ଇଏ କି ଧର୍ମ ବୋଲି ମନରେ ପ୍ରଶ୍ନ ବି ଆସିବଣି। ବ୍ୟସ୍ତ ହୁଅନ୍ତୁନି, ଆପଣଙ୍କ ଏହି ଧର୍ମକୁ ନେଇ ଥିବା ଅସମାହିତ ପ୍ରଶ୍ନର ଉତ୍ତାର ଆମ ପାଖରେ ଅଛି।

ଉପର ବର୍ଣ୍ଣିତ ଶ୍ଲୋକକୁ ଥରେ ମନେପକାନ୍ତୁ। ଆପଣ ଏହି ଧର୍ମକୁ ଠିକ୍‌ ବୁଝିପାରିବେ। ସମ୍ପ୍ରତି ଯେଉଁ ପ୍ରକ୍ରିୟା ଦ୍ୱାରା ଆମେ ପରିଚାଳିତ ହେଉଛେ, ତାହାକୁ ହିଁ ଭିତ୍ତି କରି ଏହି ଧର୍ମ ସୃଷ୍ଟି ହୋଇଛି। ମାନେ, କମ୍ପ୍ୟୁଟର। ଆଜିକାଲି ବିନା କମ୍ପ୍ୟୁଟରରେ କିଛି ହେଉନି। କାର୍ଯ୍ୟାଳୟଠାରୁ ଭାର୍ଯ୍ୟାଳୟ ଯାଏଁ ଏବେ ସବୁଠି ତାର କର୍ତ୍ତୃତ୍ୱ। ଯାହାକୁ ଦୃଷ୍ଟିରେ ରଖି ସୃଷ୍ଟି ହୋଇଛି “Kopimism”।

Swedish ସରକାର ୨୦୧୧ ମସିହା ଜାନୁୟାରୀ ୫ ତାରିଖରେ ଏହାକୁ ଏକ ଧର୍ମ ବୋଲି ମାନ୍ୟତା ଦେଇଛନ୍ତି। ଏହାର ମତବାଦ ଡାଟା ବଣ୍ଟନ ଉପରେ ପର୍ଯ୍ୟବେଶିତ। ଯାହାର ମୋଟୋ ରହିଛି ଡାଟା ବଣ୍ଟନ ପୃଥିବୀର ସବୁଠାରୁ ପବିତ୍ର କର୍ମ। ଆପଣଙ୍କୁ ହସ ମାଡ଼ିବଣି। ତଥାପି କଥାଟା ଏକ୍‌ଦମ୍‌ ସତ।

କ’ଣ କୁହନ୍ତି ଧର୍ମଗୁରୁ

ଏହାର ଧର୍ମଗୁରୁ Isakଙ୍କ ମତ ହେଉଛି ଦୁଇଟି ଶବ୍ଦ ମିଶ୍ରଣରେ ଏହି ଧର୍ମର ନାଁ ତିଆରି ହୋଇଛି । ଗୋଟିଏ ହେଉଛି ‘Copy’ ଓ ଅନ୍ୟଟି ‘Me’। ଏହାକୁ ମିଶାଇ ତିଆରି ହୋଇଛି  “Kopimism”। ଏହାର ଧାର୍ମିକ ସଙ୍କେତ ମଧ୍ୟ ଅଜବ। କମ୍ପ୍ୟୁଟରରେ ଡାଟା Copy ଲାଗି ଆମ Ctrl+C ବ୍ୟବହାର କରୁ, ସେହିପରି  pest କରିବାକୁ Ctrl+V ବ୍ୟବହାର କରିଥାଉ। ଏହି ଦୁଇ ସଙ୍କେତକୁ ଏକ ବୃତ୍ତାକାର କ୍ଷେତ୍ରରେ ଉପରେ ଓ ତେଳ ରଖି ଏହି ଧାର୍ମିକ ସଙ୍କେତ ପ୍ରସ୍ତୁତ ହୋଇଛି। ଧର୍ମଗୁରୁ କୁହନ୍ତି ଜ୍ଞାନ ଆଦାନ ପ୍ରଦାନ କରିବା ସବୁଠାରୁ ଭଲ କାମ । ଏହି ମତବାଦକୁ ବିଶ୍ୱାସ କରୁଥିବା ଲୋକଙ୍କ ଲାଗି Copyright ଏବଂ Plagiarism ଶବ୍ଦ ଦୁଇଟି ହେଉଛି ମୋହ ଆଉ ମାୟା। ଏହି ଧର୍ମ ପାଇଁ ମନ୍ଦିର ହେଉଛି webpage ଏବଂ server। ଆଉ ପ୍ରାର୍ଥନାର ନାଁ ହେଉଛି Kopyacting।

ଛାଡନ୍ତୁ, ଆଉ ଆଗକୁ ଯିବାନି। ନ ହେଲେ ପୁରା ଧର୍ମଗ୍ରନ୍ତ ପଢୁ ପଢି ଆପଣଙ୍କ ମୁଣ୍ଡରେ ଦହି ଚହଲିଯିବ। ବାସ୍‌ ଏତିକି ଜାଣିରଖନ୍ତୁ ଏଣିକି ଧର୍ମର ନାଁ ନେଲାବେଳେ ଯେମିତି ଆପଣ “Kopimism”କୁ ଭୁଲି ନ ଯାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story