ସବୁଠାରୁ ଛୋଟ AC : ମୋବାଲଇରେ ବି ଚାଲିବ, ମୂଲ୍ୟ ଜାଣିଲେ ଆଜି କିଣି ପକାଇବେ

ନୂଆଦିଲ୍ଲୀ: ଖରାଦିନ ଆରମ୍ଭ ହୋଇଯାଇଛି। ଏପ୍ରିଲ ଆରମ୍ଭରୁ ତାତି ଅସହ୍ୟ ହେଲାଣି। ଘରେ ରହିବା କଷ୍ଟକର ହୋଇଯାଉଛି। ଏପରି ସ୍ଥିତିରେ ଏକମାତ୍ର ସାହାଭରସା ହେଉଛି କୁଲର କିମ୍ବା ଏସି। ବଜାରରେ ୩୦୦୦ରୁ ଆରମ୍ଭ କରି ୨୦,୦୦୦ ଟଙ୍କାର କୁଲର ମିଳିଯାଉଛି। ସେହିପରି ଏସିର ମୂଲ୍ୟ ୨୦,୦୦୦ରୁ ଆରମ୍ଭ ହେଉଛି। ହେଲେ ଆଜି ଆମେ ଯେଉଁ ଏସି ବିଷୟରେ କହୁଛୁ, ତା’ ବିଷୟରେ ଶୁଣିଲେ ଆପଣ ବିଶ୍ୱାସ କରି ନପାରନ୍ତି, ହେଲେ ଏହା ସମ୍ପୂର୍ଣ୍ଣ ସତ। ଏହି ଏସିର […]

ac

ac

Rakesh Mallick
  • Published: Monday, 02 April 2018
  • Updated: 02 April 2018, 11:58 AM IST

Sports

Latest News

ନୂଆଦିଲ୍ଲୀ: ଖରାଦିନ ଆରମ୍ଭ ହୋଇଯାଇଛି। ଏପ୍ରିଲ ଆରମ୍ଭରୁ ତାତି ଅସହ୍ୟ ହେଲାଣି। ଘରେ ରହିବା କଷ୍ଟକର ହୋଇଯାଉଛି। ଏପରି ସ୍ଥିତିରେ ଏକମାତ୍ର ସାହାଭରସା ହେଉଛି କୁଲର କିମ୍ବା ଏସି। ବଜାରରେ ୩୦୦୦ରୁ ଆରମ୍ଭ କରି ୨୦,୦୦୦ ଟଙ୍କାର କୁଲର ମିଳିଯାଉଛି। ସେହିପରି ଏସିର ମୂଲ୍ୟ ୨୦,୦୦୦ରୁ ଆରମ୍ଭ ହେଉଛି। ହେଲେ ଆଜି ଆମେ ଯେଉଁ ଏସି ବିଷୟରେ କହୁଛୁ, ତା’ ବିଷୟରେ ଶୁଣିଲେ ଆପଣ ବିଶ୍ୱାସ କରି ନପାରନ୍ତି, ହେଲେ ଏହା ସମ୍ପୂର୍ଣ୍ଣ ସତ। ଏହି ଏସିର ମୂଲ୍ୟ ମାତ୍ର ୩୯୯ ଟଙ୍କା ରହିଛି।

ଦୁନିଆର ସବୁଠାରୁ ଛୋଟ ଏସି

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଏସି କେବଳ ଭାରତ ନୁହେଁ, ସାରା ଦୁନିଆରେ ସବୁଠାରୁ ଛୋଟ ଏସି। ଏହାକୁ ଦୁନିଆର ସବୁଠାରୁ ଛୋଟ ଏସି କୁହାଯିବାର କାରଣ କମ୍ପାନୀ ଏହାର ନାଁ ଏୟାର କଣ୍ଡିଶନ କୁଲିଙ୍ଗ ଫ୍ୟାନ ରଖିଛି। ଏଥିରେ ଥଣ୍ଡା ପାଇଁ କୌଣସି ମେସିନ୍‌ ଦିଆଯାଇନାହିଁ। ଏଥିରୁ ବାହାରୁ ଥିବା ପବନକୁ ଥଣ୍ଡା କରିବାକୁ ଏକ ଆଇସ ଟ୍ରେ ଦିଆଯାଇଛି। ଏଥିରେ ବ୍ଲେଡ୍‌ ଲେସ୍‌ ୱିଙ୍ଗ୍‌ ଦିଆଯାଇଛି। ଏହା ୩ରୁ ୪ ଫୁଟ୍‌ ଏରିଆକୁ ଥଣ୍ଡା ପବନ ଛାଡି ପାରିବ।

ମୋବାଇଲ୍‌ରେ ବି ଚାଲିବ

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଏସିକୁ USB ରୁ ପାୱାର ସପ୍ଲାଏ କରାଯାଇପାରିବ। ଅର୍ଥାତ ଏହାକୁ ଲାପ୍‌ଟପ, କମ୍ପ୍ୟୁଟର, ମୋବାଇଲ, ମୋବାଇଲ ଚାର୍ଜର, ପାୱାରବ୍ୟାଙ୍କରୁ ଚଲାଇ ହେବ। ଯଦି ଆପଣ ଏମିତି ସ୍ଥାନରେ ବସିଛନ୍ତି ଯେଉଁଠିକୁ ପବନ ଆସୁନାହିଁ, ତେବେ ଫୋନରେ ଏହାକୁ କନେକ୍ଟ କରି ଅନ୍‌ କରିପାରିବେ।

କେଉଁଠୁ କିଣିବେ ?

ଏହି ଏସିକୁ ଅନ୍‌ଲାଇନ ଓ ଅଫ୍‌ଲାଇନରେ କିଣିହେବ। ଅନ୍‌ଲାଇନରେ ଫ୍ଲିପକାର୍ଡ, ଅମାଜାନ, ସପ୍‌କ୍ଲୋଜ, ସ୍ନାପଡିଲ ଓ ଇ-ୱେ ସହ ଅନ୍ୟ ୱେବସାଇଟ୍‌ରୁ କିଣିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story