ଏହି ଦେବୀଙ୍କ ଶରଣକୁ ଗଲେ ଭଲ କହିବେ ଇଂଲିଶ୍‌

ନୂଆଦିଲ୍ଲୀ (ଓଡିଶା ରିପୋର୍ଟର): ଏବେ ଭଲ ଚାକିରିଟିଏ କରିବାକୁ ହେଲେ ଭଲ ଇଂଲିଶ କହୁଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯାଉଛି। ବାସ୍ତବରେ ଇଂଲିଶରେ ପଢି, ଲେଖି ଓ କହି ପାରୁଥିବା ବ୍ୟକ୍ତି ସମ୍ପ୍ରତି ସବୁ କ୍ଷେତ୍ରରେ ଆଗୁଆ। ଏ କଥାଟି ଆପଣ ବି ବିଶ୍ୱାସ କରିବେ। ହେଲେ କ’ଣ ହେବ, ବିଦେଶୀ ଭାଷା ହୋଇଥିବାରୁ ଆମ ଦେଶର ଅଧିକାଂଶ ଲୋକ ଭଲ ଇଂଲିଶ କହି ପାରନ୍ତି ନାହିଁ। ଏପରିକି ଲେଖିବା ବେଳେ ଅନେକ ତ୍ରୁଟି ମଧ୍ୟ କରିଥାନ୍ତି। ହେଲେ […]

english-devi

english-devi

Rakesh Mallick
  • Published: Wednesday, 11 April 2018
  • Updated: 11 April 2018, 08:40 AM IST

Sports

Latest News

ନୂଆଦିଲ୍ଲୀ (ଓଡିଶା ରିପୋର୍ଟର): ଏବେ ଭଲ ଚାକିରିଟିଏ କରିବାକୁ ହେଲେ ଭଲ ଇଂଲିଶ କହୁଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯାଉଛି। ବାସ୍ତବରେ ଇଂଲିଶରେ ପଢି, ଲେଖି ଓ କହି ପାରୁଥିବା ବ୍ୟକ୍ତି ସମ୍ପ୍ରତି ସବୁ କ୍ଷେତ୍ରରେ ଆଗୁଆ। ଏ କଥାଟି ଆପଣ ବି ବିଶ୍ୱାସ କରିବେ। ହେଲେ କ’ଣ ହେବ, ବିଦେଶୀ ଭାଷା ହୋଇଥିବାରୁ ଆମ ଦେଶର ଅଧିକାଂଶ ଲୋକ ଭଲ ଇଂଲିଶ କହି ପାରନ୍ତି ନାହିଁ। ଏପରିକି ଲେଖିବା ବେଳେ ଅନେକ ତ୍ରୁଟି ମଧ୍ୟ କରିଥାନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣଙ୍କ ଇଂଲିଶ ଜ୍ଞାନ ସୁଧାରିବା ପାଇଁ ଆମ ଦେଶରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଠାକୁରାଣୀ ସ୍ୱୟଂ ଇଂଲିଶ ଦେବୀ। ଯାହାଙ୍କୁ ପୂଜା ଓ ଉପାସନା କଲେ ଆପଣ ଭଲ ଇଂଲିଶ କହିପାରିବେ ବୋଲି ଦାବି କରନ୍ତି ସ୍ଥାନୀୟ ଲୋକେ।

english-deviଉତ୍ତରପ୍ରଦେଶରେ ଥିବା ଇଂରାଜୀ ଦେବୀଙ୍କ ମନ୍ଦିରରେ ୨୦ କିଲୋଗ୍ରାମ ଓଜନର ଏକ ନାରୀ ମୂର୍ତ୍ତିଙ୍କୁ ଇଂଲିଶ ଦେବୀ ଭାବେ ପୂଜା କରାଯାଉଛି । ଦେବୀଙ୍କ ମୂର୍ତ୍ତି ଦେଖିବାକୁ ବିଲକୁଲ ‘ଷ୍ଟାଚୁ ଅଫ ଲିବର୍ଟି’ ସଦୃଶ। ଏଠାରେ ଦେବୀ ଗୋଟିଏ ହାତରେ ବହି ଏବଂ ଅନ୍ୟ ହାତରେ କଲମ ଧରି ଠିଆ ହୋଇଛନ୍ତି। ଇଂରାଜୀ ଦେବୀଙ୍କ ଏହି ମନ୍ଦିରକୁ ୨୦୧୦ ମସିହାରେ ସ୍ଥାପନ କରାଯାଇଥିଲା। ଏହାକୁ ସେହି ଅଞ୍ଚଳର ଜଣେ ଦଳିତ ନେତା ସ୍ଥାପନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story