୧୨ ହଜାର ନୁହେଁ, ୭ ହଜାର ଟଙ୍କାରେ ମିଳିବ Xiaomi Note 5

ନୂଆଦିଲ୍ଲୀ: କିଛିଦିନ ହେବ Xiaomi ର ନୂଆ ଫୋନ୍‌ Xiaomi Note 5 କୁ ନେଇ ଚର୍ଚ୍ଚା ଲାଗି ରହିଛି। ଖୁସିର ଖବର ହେଲା ଶୀଘ୍ର ଏହି ଫୋନ୍‌ ଲଞ୍ଚ ହେବାକୁ ଯାଉଛି। ଶୁଣା ଯାଉଥିଲା ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୨,୦୦୦ ଟଙ୍କା ହେବ। ହେଲେ ସେମିତି କିଛି ନୁହେଁ, ଏହାର ମୂଲ୍ୟ ପ୍ରାୟ ୭୦୦୦ ଟଙ୍କା ରହିଛି। Xiaomi ଚୀନ୍‌ରେ ଏକ ଇଭେଣ୍ଟ ହୋଷ୍ଟ କରୁଛି। ଯେଉଁଥିରେ ବିଜେତାକୁ Xiaomi Note 5 […]

note 5

note 5

Rakesh Mallick
  • Published: Wednesday, 10 January 2018
  • Updated: 10 January 2018, 09:48 PM IST

Sports

Latest News

ନୂଆଦିଲ୍ଲୀ: କିଛିଦିନ ହେବ Xiaomi ର ନୂଆ ଫୋନ୍‌ Xiaomi Note 5 କୁ ନେଇ ଚର୍ଚ୍ଚା ଲାଗି ରହିଛି। ଖୁସିର ଖବର ହେଲା ଶୀଘ୍ର ଏହି ଫୋନ୍‌ ଲଞ୍ଚ ହେବାକୁ ଯାଉଛି। ଶୁଣା ଯାଉଥିଲା ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୧୨,୦୦୦ ଟଙ୍କା ହେବ। ହେଲେ ସେମିତି କିଛି ନୁହେଁ, ଏହାର ମୂଲ୍ୟ ପ୍ରାୟ ୭୦୦୦ ଟଙ୍କା ରହିଛି।

Xiaomi ଚୀନ୍‌ରେ ଏକ ଇଭେଣ୍ଟ ହୋଷ୍ଟ କରୁଛି। ଯେଉଁଥିରେ ବିଜେତାକୁ Xiaomi Note 5 ଦିଆଯିବ। ଫୋରମ୍‌ ଅନୁସାରେ Note 5 ର ମୂଲ୍ୟ ୬୯୯ ୟୁୟାନ ଅର୍ଥାତ ପ୍ରାୟ ୬୮୦୦ ଟଙ୍କା।

୧. Xiaomi Note 5 ଦୁଇଟି ଭେରିଏଣ୍ଟରେ ଲଞ୍ଚ କରାଯିବ। ଗୋଟିଏରେ 3GB ରାମ ସହ 32GB ଇଣ୍ଟରନାଲ ମେମୋରୀ ରହିଛି। ସେହିପରି ଦ୍ୱିତୀୟ ଭେରିଏଣ୍ଟରେ 4GB ରାମ ସହ 64GB ଇଣ୍ଟରନେଟ୍‌ ମୋମୋରୀ ରହିଛି।

୨. ଫୋନ୍‌ରେ 5.99 ଇଞ୍ଚର ଫୁଲ୍‌ ଏଚ୍‌ଡି (1080×2160 ପିକ୍ସେଲ) ଡିସ୍‌ପ୍ଲେ ଆସିପାରେ। ଡିସ୍‌ପ୍ଲେ ଫୁଲ୍‌ ଭିଜନ୍‌ ସହ ଆସିବ।

୩. ଫୋନ୍‌ରେ ଡୁଆଲ କ୍ୟାମେରା ରହିଛି। ୫ ମେଗା ଫିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି।

୪. ଫୋନ୍‌ରେ 4000mAh ର ବ୍ୟାଟେରୀ ରହିବାର ଆଶା ରହିଛି।

୫. ମୋବାଇଲରେ Android 7.1 ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story