୨ରୁ ୩ ଦିନ ମଧ୍ୟରେ ଭାରତ ଅଣାଯିବ ଛୋଟା ରାଜନକୁ

ନୂଆଦିଲ୍ଲୀ: ୨ରୁ ୩ ଦିନ ମଧ୍ୟରେ ଭାରତକୁ ଅଣାଯିବ ଇଣ୍ଡୋନେସିଆର ବାଲିରୁ ଗିରଫ ହୋଇଥିବା ଭାରତର ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ରାଜନ୍। ଭାରତରୁ ବାଲିକୁ ଯାଇଥିବା ୬ ଜଣିଆ ପୋଲିସ ଟିମ୍ ସୋମବାର ଛୋଟା ରାଜନକୁ ପଚରାଉଚୁରା କରିଛି। ଜେରା ପରେ ଏହି ଟିମ୍ ଛୋଟା ରାଜନକୁ ଭାରତକୁ ପ୍ରତ୍ୟାବର୍ତ୍ତନ ପାଇଁ ଆବଶ୍ୟକ ଦସ୍ତାବିଚ ଇଣ୍ଡୋନେସିଆ ସରକାରଙ୍କୁ ଦେଇଛନ୍ତି । ଗତ ୨୫ ତାରିଖରେ ଇଣ୍ଡୋନେସିଆରୁ ଛୋଟା ରାଜନକୁ ଗିରଫ କରାଯାଇଥିଲା ।

chhota-rajan

Rakesh Mallick
  • Published: Monday, 02 November 2015
  • , Updated: 03 November 2015, 08:28 AM IST

Related story