ଆଜି ବିବାହ କରିବେ ହରିଭଜନ୍ ସିଂ ଓ ଗୀତା ବାସ୍ରା

ଚଣ୍ଡିଗଡ଼: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ କ୍ରିକେଟର୍ ହରଭଜନ ସିଂ ଓ ଅଭିନେତ୍ରୀ ଗୀତା ବାସ୍ରା। ପଞ୍ଜାବର ଫଗୱାରାରରେ ଏହି ବିଗଫ୍ୟାଟ୍ ୱେଡିଂ ହେବ। ତା’ପୂର୍ବରୁ ଭଜିଙ୍କ ହୋମ୍ ଟାଉନ ଜଳନ୍ଧରରେ ବେଶ୍ ଧୁମଧାମରେ ଆୟୋଜିତ ହୋଇଥିଲା ସଙ୍ଗୀତ ଓ ମେହେନ୍ଦି ଉତ୍ସବ। ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ମିକ୍କା ସିଂ। ମ୍ୟୁଜିକର ତାଳେ ତାଳେ ଭାଙ୍ଗଡା କରିଥିଲେ ଭଜି। ମେହେନ୍ଦି ସେରିମୋନିରେ ଗୀତା ବାସ୍ରା, ପିଙ୍କ୍ ଓ ଲେମନ […]

harbjan

Rakesh Mallick
  • Published: Thursday, 29 October 2015
  • , Updated: 29 October 2015, 12:34 PM IST

ଚଣ୍ଡିଗଡ଼: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ କ୍ରିକେଟର୍ ହରଭଜନ ସିଂ ଓ ଅଭିନେତ୍ରୀ ଗୀତା ବାସ୍ରା। ପଞ୍ଜାବର ଫଗୱାରାରରେ ଏହି ବିଗଫ୍ୟାଟ୍ ୱେଡିଂ ହେବ। ତା'ପୂର୍ବରୁ ଭଜିଙ୍କ ହୋମ୍ ଟାଉନ ଜଳନ୍ଧରରେ ବେଶ୍ ଧୁମଧାମରେ ଆୟୋଜିତ ହୋଇଥିଲା ସଙ୍ଗୀତ ଓ ମେହେନ୍ଦି ଉତ୍ସବ। ଏହି ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ମିକ୍କା ସିଂ। ମ୍ୟୁଜିକର ତାଳେ ତାଳେ ଭାଙ୍ଗଡା କରିଥିଲେ ଭଜି। ମେହେନ୍ଦି ସେରିମୋନିରେ ଗୀତା ବାସ୍ରା, ପିଙ୍କ୍ ଓ ଲେମନ କମ୍ୱିନେସନର ଲେହେଙ୍ଗା ପିନ୍ଧିଥିବା ବେଳେ ସଂଗୀତ ସେରିମୋନିରେ ହରଭଜନ ପିଙ୍କ ସେଡ୍ ଓ ଗୀତା ଗ୍ରୀନ ସେଡ୍ ପିନ୍ଧିଥିଲେ।

Related story