ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରା

କଟକ: ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ଏଥିପାଇଁ କଟକ କିଲ୍ଲା ପଡିଆ ଏବଂ ମହାନଦୀ ପଠାରେ ପ୍ରସ୍ତୁତି ଶେଷ ହୋଇଛି। ଆଜି ସଂଧ୍ୟାରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଲିଯାତ୍ରାକୁ ଉଦଘାଟନ କରିବେ। ଆଜିଠାରୁ ସାତ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ଅବସରରେ ନାଚଗୀତ ସହ କିଣାକିଣିର ମଜା ଉଠାଇବେ ଲୋକେ। ସପ୍ତାହ ବ୍ୟାପି ବାଣିଜ୍ୟ ମେଳା ପାଇଁ ଜିଲ୍ଲା ପ୍ରଶାସନ, ସିଏମସି, କମିଶନରେଟ ପୋଲିସ, […]

cuttack

cuttack

Rakesh Mallick
  • Published: Wednesday, 25 November 2015
  • Updated: 25 November 2015, 01:47 PM IST

Sports

Latest News

କଟକ: ଆଜିଠୁ କଟକରେ ଐତିହାସିକ ବାଲିଯାତ୍ରା ଆରମ୍ଭ ହେଉଛି। ଏଥିପାଇଁ କଟକ କିଲ୍ଲା ପଡିଆ ଏବଂ ମହାନଦୀ ପଠାରେ ପ୍ରସ୍ତୁତି ଶେଷ ହୋଇଛି। ଆଜି ସଂଧ୍ୟାରେ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଲିଯାତ୍ରାକୁ ଉଦଘାଟନ କରିବେ। ଆଜିଠାରୁ ସାତ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ଅବସରରେ ନାଚଗୀତ ସହ କିଣାକିଣିର ମଜା ଉଠାଇବେ ଲୋକେ। ସପ୍ତାହ ବ୍ୟାପି ବାଣିଜ୍ୟ ମେଳା ପାଇଁ ଜିଲ୍ଲା ପ୍ରଶାସନ, ସିଏମସି, କମିଶନରେଟ ପୋଲିସ, ସେସୁ ଓ ଅଗ୍ନିଶମ ବିଭାଗ ମଧ୍ୟ ପୂରା ପ୍ରସ୍ତୁତ ରହିଛି।

ଚଳିତ ବର୍ଷ ଉଭୟ ଉପର ଓ ତଳ ପଡିଆରେ ପ୍ରାୟ ଦେଢ଼ ହଜାର ଷ୍ଟଲ ଖୋଲିଛି। ପ୍ରାୟ ୫୦ ଏକର ଜାଗାରେ ଏସବୁ ଷ୍ଟଲ ଲାଗିଛି। ସନ୍ଧ୍ୟାରେ ରାଜ୍ୟ ଏବଂ ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story