ଆସନ୍ତାକାଲି ପାକିସ୍ତାନ ଗସ୍ତରେ ଯିବେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଯିବେ ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜ। ଏହି ଗସ୍ତ ବେଳେ ସୁଷମା ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଓ ବୈଦେଶିକ ମନ୍ତ୍ରୀ ସରତାଜ୍ ଅଜିଜଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ସୁଷମା ଆଫଗାନିସ୍ତାନ ପ୍ରସଙ୍ଗରେ ହେବାକୁ ଥିବା ଏକ ସମ୍ମିଳନୀରେ ଯୋଗ ଦେବେ। ବ୍ୟାଙ୍କକରେ ଭାରତ-ପାକ୍ ଏନ୍ଏସ୍ଏ ସ୍ତରୀୟ ଆଲୋଚନାକୁ ନେଇ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁଠାରୁ ସ୍ପଷ୍ଟୀକରଣ ମାଗୁଥିବା ବେଳେ ସୁଷମା ଇସଲାମାବାଦ ଗସ୍ତରେ ଯାଉଛନ୍ତି। […]

Sushma_Swaraj

Rakesh Mallick
  • Published: Monday, 07 December 2015
  • , Updated: 08 December 2015, 02:20 AM IST

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଯିବେ ବୈଦେଶିକ ବ୍ୟାପର ମନ୍ତ୍ରୀ ସୁଷମା ସ୍ୱରାଜ। ଏହି ଗସ୍ତ ବେଳେ ସୁଷମା ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଓ ବୈଦେଶିକ ମନ୍ତ୍ରୀ ସରତାଜ୍ ଅଜିଜଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାଛଡ଼ା ସୁଷମା ଆଫଗାନିସ୍ତାନ ପ୍ରସଙ୍ଗରେ ହେବାକୁ ଥିବା ଏକ ସମ୍ମିଳନୀରେ ଯୋଗ ଦେବେ।

ବ୍ୟାଙ୍କକରେ ଭାରତ-ପାକ୍ ଏନ୍ଏସ୍ଏ ସ୍ତରୀୟ ଆଲୋଚନାକୁ ନେଇ ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁଠାରୁ ସ୍ପଷ୍ଟୀକରଣ ମାଗୁଥିବା ବେଳେ ସୁଷମା ଇସଲାମାବାଦ ଗସ୍ତରେ ଯାଉଛନ୍ତି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗସ୍ତ ଅବସରରେ ଭାରତ-ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି।

Related story