ବାରବାଟୀ ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚ: ୨୮୧ରେ ମହାରାଷ୍ଟ୍ର ଅଲଆଉଟ, ଓଡ଼ିଶାର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚରେ ମହାରାଷ୍ଟ୍ର ଦଳ ୨୮୧ ରନରେ ଅଲଆଉଟ ହୋଇଯାଇଛି । ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ସେହିପରି ବିପ୍ଲବଙ୍କୁ ୩ ଓ ବସନ୍ତଙ୍କୁ ୨ଟି ୱିକେଟ ମିଳିଛି । ଓଡ଼ିଶା ତାର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି । ଗତକାଲି ପ୍ରଥମ ଦିନରେ ମହାରାଷ୍ଟ୍ର ଦଳ ୫ ୱିକେଟ୍ ହରାଇ ୨୩୧ ରନ୍ ସଂଗ୍ରହ କରିଥିଲା । ଆଜି ଖେଳା […]

Orissa_Fotor_Collage

Orissa_Fotor_Collage

Rakesh Mallick
  • Published: Friday, 09 October 2015
  • Updated: 09 October 2015, 01:58 PM IST

କଟକ: କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ମହାରାଷ୍ଟ୍ର ରଣଜୀ ମ୍ୟାଚରେ ମହାରାଷ୍ଟ୍ର ଦଳ ୨୮୧ ରନରେ ଅଲଆଉଟ ହୋଇଯାଇଛି । ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି । ସେହିପରି ବିପ୍ଲବଙ୍କୁ ୩ ଓ ବସନ୍ତଙ୍କୁ ୨ଟି ୱିକେଟ ମିଳିଛି । ଓଡ଼ିଶା ତାର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି । ଗତକାଲି ପ୍ରଥମ ଦିନରେ ମହାରାଷ୍ଟ୍ର ଦଳ ୫ ୱିକେଟ୍ ହରାଇ ୨୩୧ ରନ୍ ସଂଗ୍ରହ କରିଥିଲା । ଆଜି ଖେଳା ଆରମ୍ଭ ହେବା ପରେ ଦଳୀୟ ସ୍କୋରରେ ମାତ୍ର ୫୦ ରନ ଯୋଡି ଦଳର ଶେଷ ୫ଜଣ ବ୍ୟାଟ୍ସମ୍ୟାନ ଆଉଟ ହୋଇଯାଇଥିଲେ ।

ଗତକାଲି ଓଡ଼ିଶା ଟସ୍ ଜିତି ମହାରାଷ୍ଟ୍ରକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ଭ୍ରମଣକାରୀ ଦଳର ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳୀୟ ସ୍କୋର ମାତ୍ର ୩ ରନ୍ ହୋଇଥିବା ବେଳେ ଓପନର୍ ଏସ.ଏମ୍ ଗୁଗାଲେ ୨ ରନ୍ (୧୪ ବଲ୍) କରି ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ପ୍ରଥମ ଶିକାର ହୋଇଥିଲେ। ଦଳୀୟ ସ୍କୋର ୪୯ ରନ୍ ହୋଇଥିବା ବେଳେ ପଡ଼ିଥିଲା ଦ୍ୱିତୀୟ ୱିକେଟ୍। ୪୫ଟି ବଲରୁ ୨୨ ରନ୍ ସଂଗ୍ରହ କରି ଆର.ଏଚ୍ ମୋଟୱାନି ଏବଂ ୧୨ ୧ଲରେ ୨ ରନ କରି କେ.ଏମ ଯାଦବ କରି ବିପ୍ଲବଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇଥିଲେ। ତେବେ ଓପନର୍ ହର୍ଷଦ ଖାଡିୱାଲେ ଓ ପାଞ୍ଚ ନମ୍ବରରେ ଆସିଥିବା ଏ.ଆର. ବାୱାନେ ପାଳିକୁ ସମ୍ଭାଳି ଥିଲେ। ଏହି ଦୁଇ ଯୋଡ଼ି ଦଳୀୟ ସ୍କୋରକୁ ୧୫୩ ରନ୍ ପର୍ଯ୍ୟନ୍ତ ନେଇ ଯାଇଥିଲେ। ପରେ ଓପନର୍ ହର୍ଷଦ ଆଉଟ୍ ହୋଇ ଯାଇଥିଲେ। ସେ ୧୬୪ଟି ବଲରୁ ୧୦ଟି ଚୌକା ସାହାଯ୍ୟରେ ୭୪ ରନ୍ ସଂଗ୍ରହ କରିଥିଲେ। ବିପ୍ଲବଙ୍କ ଏକ ବଲରେ ସେ ଦୀପକ ବେହେରାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ଆଉଟ୍ ହୋଇଯିବା ପରେ ବାୱାନେ ମଧ୍ୟ ବେଶୀ ସମୟ ରହିପାରି ନ ଥିଲେ। ଦଳୀୟ ସ୍କୋର ୧୮୭ ହୋଇଥିବା ବେଳେ ସେ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ। ୧୪୬ଟି ବଲରୁ ୭ଟି ଚୌକା ସହାୟତାରେ ସେ ସଂଗ୍ରହ କରିଥିଲେ ୬୦ ରନ୍। ଆର.ଏ ତ୍ରିପାଠୀ (୪୧ରନ୍) ଓ ସି.ଜି ଖୁରାନା (୧୮ ରନ୍ ) ଅପରାଜିତ ରହି ଆଜି ଖେଳ ଆରମ୍ଭ କରିଥିଲେ । ସୂଚନାଯୋଗ୍ୟ, ଚଳିତ ରଣଜୀ ଟ୍ରଫିର ପୁଲ୍ ‘ଏ’ରେ ଥିବା ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍ ବିଦର୍ଭ ବିପକ୍ଷରେ ଖେଳିଥିଲା। ନାଗପୁରରେ ଅନୁଷ୍ଠିତ ଏହି ମ୍ୟାଚ୍ ଡ୍ର’ ରହିଥିଲା। ପ୍ରଥମ ଇନିଂସ ଅଗ୍ରଣି ଭିତ୍ତିରେ ବିଦର୍ଭ ୩ ପଏଣ୍ଟ ପାଇଥିବା ବେଳେ ଓଡ଼ିଶାକୁ ମିଳିଥିଲା ୧ ପଏଣ୍ଟ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story