ଭାରତୀୟ ବିମାନ ସେବାକୁ ଅଧିକ ସୁରକ୍ଷିତ କରାଯିବା ନେଇ ଭୁବନେଶ୍ୱରରେ ବୈଠକ

ଭୁବନେଶ୍ୱର: ଭାରତୀୟ ବିମାନ ସେବାକୁ କିଭଳି ଅଧିକ ସୁରକ୍ଷିତ କରାଯାଇ ପାରିବ ଓ ବର୍ତ୍ତମାନ ଦେଖା ଦେଉଥିବା ସମସ୍ୟାର ସମାଧାନ ନେଇ ଭୁବନେଶ୍ୱରରେ ଚାଲିଛି ବେସାମରିକ ବିମାନ ମନ୍ତ୍ରାଳୟ ସଂସଦୀୟ ପରାମର୍ଶଦାତା ସମିତି ବୈଠକ। ଏଥିରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ, ସାଂସଦ ତଥା ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ, ଲୋକସଭା ଓ ରାଜ୍ୟସଭାର ଏମପି, ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀ, ସିଆଇଏସ୍ଏଫର ଅଧିକାରୀ ତଥା ମନ୍ତ୍ରାଳୟର […]

biman

biman

Rakesh Mallick
  • Published: Friday, 09 October 2015
  • Updated: 09 October 2015, 02:50 PM IST

Sports

Latest News

ଭୁବନେଶ୍ୱର: ଭାରତୀୟ ବିମାନ ସେବାକୁ କିଭଳି ଅଧିକ ସୁରକ୍ଷିତ କରାଯାଇ ପାରିବ ଓ ବର୍ତ୍ତମାନ ଦେଖା ଦେଉଥିବା ସମସ୍ୟାର ସମାଧାନ ନେଇ ଭୁବନେଶ୍ୱରରେ ଚାଲିଛି ବେସାମରିକ ବିମାନ ମନ୍ତ୍ରାଳୟ ସଂସଦୀୟ ପରାମର୍ଶଦାତା ସମିତି ବୈଠକ। ଏଥିରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ, ସାଂସଦ ତଥା ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ, ଲୋକସଭା ଓ ରାଜ୍ୟସଭାର ଏମପି, ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀ, ସିଆଇଏସ୍ଏଫର ଅଧିକାରୀ ତଥା ମନ୍ତ୍ରାଳୟର ଅଧିକାରୀମାନେ ଯୋଗ ଦେଇଛନ୍ତି। ବିମାନସେବାକୁ କିଭଳି ସୁରକ୍ଷା ଦୃଷ୍ଟିକୋଣରୁ ସର୍ବଶ୍ରେଷ୍ଠ କରାଯିବ, ଯେ କୌଣସି କ୍ଷେତ୍ରରେ ଦେଖା ଦେଉଥିବା ସୁରକ୍ଷା ତ୍ରୁଟିରେ କେମିତି ସୁଧାର ଅଣାଯିବ, ସେ ସଂକ୍ରାନ୍ତରେ ବୈଠକରେ ସମସ୍ତଙ୍କର ମତାମତ ନିଆଯିବା ସହ ଖୋଲାଖୋଲି ଆଲୋଚନା କରାଯାଉଛି। ବୈଠକରୁ ନିଆଯିବାକୁ ଥିବା ନିଷ୍ପତ୍ତିକୁ ପରବର୍ତ୍ତୀ ସମୟରେ କାର୍ଯ୍ୟରେ ଲଗାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ଅଶୋକ ଗଜପତି ରାଜୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story