ବିଧାନସଭା: ବିଭିନ୍ନ ବର୍ଗ ଶିକ୍ଷକଙ୍କ ସମସ୍ୟା ନେଇ ହୋଇପାରେ ଆଲୋଚନା

ଭୁବନେଶ୍ୱର: ଆଜି ବିଧାନସଭାରେ ବିଭିନ୍ନ ବର୍ଗ ଶିକ୍ଷକଙ୍କ ସମସ୍ୟା ନେଇ ଆଲୋଚନା ହୋଇପାରେ। ପ୍ରଶ୍ନକାଳରେ କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ମହିଳା ଓ ଶିଶୁ ବିକାଶ, ମତ୍ସ୍ୟ ଓ ପଶୁ ସମ୍ପଦ, ଯୋଜନା ସଂଯୋଜନା ବିଭାଗ ସମ୍ପର୍କିତ ପ୍ରଶ୍ନ ଉପରେ ଆଲୋଚନା ହେବ। ସେହିପରି ଅପରାହ୍ନ ଅଧିବେଶନରେ ଗତକାଲି ଆଗତ ହୋଇଥିବା ଲେଖାନୁଦାନ ପ୍ରସ୍ତାବ ଉପରେ ଆଲୋଚନା ହେବ। ଆସନ୍ତାକାଲି ଏହା ପାରିତ ହେବ।

bidansabha

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 07:48 AM IST

Related story