ଆଜି କଟକ ଏସଡିଜେଏମଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇପାରନ୍ତି ସାରଥି

କଟକ: ଆଜି କଟକ ଏସଡିଜେଏମଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇପାରନ୍ତି ସାରଥି ଓରଫ ସନ୍ତୋଷ ରାଉଳ। ବିବାଦୀୟ ଯୁବତୀଙ୍କ ଏତଲା ଆଧାରରେ ତାଙ୍କୁ ହାଜର କରାଯାଇପାରେ। ପୂର୍ବରୁ ସାରଥିଙ୍କୁ କ୍ରାଇମବ୍ରାଞ୍ଚ କେସ୍ ନମ୍ୱର ୧୭/୨୦୧୫ରେ ଭିଡିଓ କନଫରେନସିଂ ଜରିଆରେ ଏସଡିଜେଏମଙ୍କ ନିକଟରେ ହାଜର କରାଯାଉଛି। ସେହିଭଳି ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ୧୯/୨୦୧୫ ନମ୍ୱରେରେ ଆଉ ଏକ କେସ୍ ମଧ୍ୟ ରୁଜୁ କରିଛି।

sarathee

Rakesh Mallick
  • Published: Wednesday, 30 September 2015
  • , Updated: 30 September 2015, 06:23 AM IST

Related story