ଆସୁଛି ବଡ଼ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ବର୍ଷା ପୂର୍ବାନୁମାନ ପରେ ଏନେଇ ସଜାଗ ହୋଇଛି ଜଳ ସମ୍ପଦକ ବିଭାଗ। ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଉପରେ ନଜର ରଖାଯାଇଛି। ବଂଶଧାରା, ନାଗାବଳୀ ଓ ଋ଼ଷିକୁଲ୍ୟାର ଜଳ ଭଣ୍ଡାରରେ ଜଳସ୍ତର ୮୦ ପ୍ରତିଶତରୁ କମ ରଖାଯାଇଛି। ଏବେ ଏହି ନଦୀ ଗୁଡ଼ିକର ବିଭିନ୍ନ ଜଳ ଭଣ୍ଡାରରେ ୬୫ରୁ ୭୦ ପ୍ରତିଶତ ଜଳସ୍ତର ଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ୮ଟି ଜିଲ୍ଲାର ନୋଡ଼ାଲ ଅଫିସର୍ ନିଯୁକ୍ତ […]

rain

rain

Tapas Behera
  • Published: Sunday, 18 October 2020
  • Updated: 18 October 2020, 04:02 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ବର୍ଷା ପୂର୍ବାନୁମାନ ପରେ ଏନେଇ ସଜାଗ ହୋଇଛି ଜଳ ସମ୍ପଦକ ବିଭାଗ। ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଉପରେ ନଜର ରଖାଯାଇଛି। ବଂଶଧାରା, ନାଗାବଳୀ ଓ ଋ଼ଷିକୁଲ୍ୟାର ଜଳ ଭଣ୍ଡାରରେ ଜଳସ୍ତର ୮୦ ପ୍ରତିଶତରୁ କମ ରଖାଯାଇଛି। ଏବେ ଏହି ନଦୀ ଗୁଡ଼ିକର ବିଭିନ୍ନ ଜଳ ଭଣ୍ଡାରରେ ୬୫ରୁ ୭୦ ପ୍ରତିଶତ ଜଳସ୍ତର ଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସବୋର୍ଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ।

୮ଟି ଜିଲ୍ଲାର ନୋଡ଼ାଲ ଅଫିସର୍ ନିଯୁକ୍ତ କରାଯାଇଛି। ନଦୀବନ୍ଧ ଦୁର୍ବଳ ଥିବା ସ୍ଥାନରେ ସମସ୍ତ ପ୍ରକାର ସରଞ୍ଜାମ ମହଜୁଦ୍ କରି ରଖାଯାଇଥିବା ସୂଚନା ଦେଇଛନ୍ତି ଜ୍ୟୋତିର୍ମୟ।

ଅପରପଟେ ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଛି।  ଲଘୁଚାପ ବର୍ଷା ଯୋଗୁଁ ଅଧିକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ଏଥିପାଇଁ ଜିଲ୍ଲାର ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଚଳିତମାସ ଶେଷ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ନିଜ ନିଜ ହେଡକ୍ୱାର୍ଟରରେ ରହିବେ।

ଆସ୍କା, ପାତ୍ରପୁର, ସୋରଡା, ପୁରୁଷୋତ୍ତମପୁର, ଛତ୍ରପୁର, ବ୍ରହ୍ମପୁର ଅଂଚଳର ଖାଲୁଆ ସ୍ଥାନ ଗୁଡିକରେ ବନ୍ୟା ସୃଷ୍ଟି ହେବାର ଅଧିକ ଆଶଙ୍କା ରହିଛି। ଏଥିଯୋଗୁଁ ଖାଲୁଆ ଅଞ୍ଚଳ, କଚ୍ଚାଘର, ପୁରାତନ କୋଠାଘର ଓ ବିପଦସଙ୍କୁଳ ଅବସ୍ଥାରେ ଘରେ ରହୁଥିବା ପରିବାର ଲୋକଙ୍କୁ ସ୍ଥାନାନ୍ତର କରାଯିବ।

ଯେଉଁ ଅଂଚଳରେ ରାସ୍ତା ଧୋଇଯିବା ଅବସ୍ଥାରେ ଅଛି କିମ୍ବା ପାହାଡ଼ ଧସିବାର ଆଶଙ୍କା ରହିଛି। ସେହି ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତ ଥର ବର୍ଷାରେ ଯେଉଁ ଅଞ୍ଚଳରେ ମାଟି ଧସିବା ସହ କ୍ଷୟକ୍ଷତି ହୋଇଥିଲା। ସେହି ଅଞ୍ଚଳକୁ ବିଶେଷ ଧ୍ୟାନ ଦିଆଯାଇଛି। କିଭଳି ଜିରୋ କାଜୁଆଲଟି ହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story