ଜଳ ସ୍ଥିତିକୁ ଦୃଷ୍ଟିରେ ରଖି ଚାଷ ଜମିକୁ ଜଳସେଚନ କରିବା ପାଇଁ ଜଳସମ୍ପଦ ଓ ଶକ୍ତି ବିଭାଗକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରବି ଫସଲ ଓ ଜଳସେଚନ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଳ ସମ୍ପଦ, ଶକ୍ତି ଓ କୃଷି ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆକ୍ସନ ପ୍ଲାନ୍ ଅନୁସାରେ ଦୁଇଟି ପର୍ଯ୍ୟାୟରେ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ଡିସେମ୍ୱର ୧୫ରୁ ମାର୍ଚ୍ଚ ୧୫ ଓ ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୫ରୁ ଜୁନ୍ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। […]

chif

Rakesh Mallick
  • Published: Friday, 13 November 2015
  • , Updated: 13 November 2015, 11:40 AM IST

ଭୁବନେଶ୍ୱର: ରବି ଫସଲ ଓ ଜଳସେଚନ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜଳ ସମ୍ପଦ, ଶକ୍ତି ଓ କୃଷି ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆକ୍ସନ ପ୍ଲାନ୍ ଅନୁସାରେ ଦୁଇଟି ପର୍ଯ୍ୟାୟରେ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ଡିସେମ୍ୱର ୧୫ରୁ ମାର୍ଚ୍ଚ ୧୫ ଓ ଦ୍ୱିତୀୟ ପର୍ଯ୍ୟାୟରେ ମାର୍ଚ୍ଚ ୧୫ରୁ ଜୁନ୍ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। ବିଭିନ୍ନ ଜଳଭଣ୍ଡାରରେ ଜଳ ସ୍ଥିତିକୁ ଦୃଷ୍ଟିରେ ରଖି ଚାଷ ଜମିକୁ ଜଳସେଚନ କରିବା ପାଇଁ ଜଳସମ୍ପଦ ଓ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅଣଧାନ ଫସଲ ଉପରେ ଅଧିକ ଗୁରୁତ୍ୱ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।

Related story