ସାଲେପୁର: ଯୁବକଙ୍କ ପୋଡ଼ା ମୃତ ଦେହ ମିଳିବା ପରେ ରାମେଶ୍ୱର ଆନନ୍ଦଆତ୍ମା ଆଶ୍ରମରେ ଉତ୍ତେଜନା

ସାଲେପୁର: କଟକ ଜିଲ୍ଲା ସାଲେପୁର ରାମେଶ୍ୱର ଆନନ୍ଦ ଆତ୍ମା ଆଶ୍ରମରେ ଜଣେ ଯୁବକଙ୍କୁ ପୋଡା ମୃତ ଦେହ ମିଳିବା ପରେ ସ୍ଥାନୀୟ ଲୋକେ ଆଶ୍ରମ ପରିସରରେ ଲଙ୍କାକାଣ୍ଡ ଭିଆଇଛନ୍ତି। ଗୋଟିଏ କାର୍ ଓ ସ୍କୁଟର ସହ ଆଶ୍ରମରେ ନିଆଁ ଲଗାଇ ଦେଇଛନ୍ତି। ଆଶ୍ରମ ପରିସରରେ ଉତ୍ତେଜନା ଲାଗି ରହିଛି। ପୋଲିସ ଆଶ୍ରମରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଛି। ଆଶ୍ରମର ବାବାଙ୍କୁ ଥାନାରେ ଅଟକ ରଖାଯାଇଛି।  ମୃତ ଯୁବକ ଜଣକ ହେଲେ ଚାହାପଡା ଗାଁର ଅଶୋକ କୁମାର ପାତ୍ର। […]

ashrama

Rakesh Mallick
  • Published: Saturday, 12 September 2015
  • , Updated: 12 September 2015, 01:15 PM IST

ସାଲେପୁର: କଟକ ଜିଲ୍ଲା ସାଲେପୁର ରାମେଶ୍ୱର ଆନନ୍ଦ ଆତ୍ମା ଆଶ୍ରମରେ ଜଣେ ଯୁବକଙ୍କୁ ପୋଡା ମୃତ ଦେହ ମିଳିବା ପରେ ସ୍ଥାନୀୟ ଲୋକେ ଆଶ୍ରମ ପରିସରରେ ଲଙ୍କାକାଣ୍ଡ ଭିଆଇଛନ୍ତି। ଗୋଟିଏ କାର୍ ଓ ସ୍କୁଟର ସହ ଆଶ୍ରମରେ ନିଆଁ ଲଗାଇ ଦେଇଛନ୍ତି। ଆଶ୍ରମ ପରିସରରେ ଉତ୍ତେଜନା ଲାଗି ରହିଛି। ପୋଲିସ ଆଶ୍ରମରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଛି। ଆଶ୍ରମର ବାବାଙ୍କୁ ଥାନାରେ ଅଟକ ରଖାଯାଇଛି।

 ମୃତ ଯୁବକ ଜଣକ ହେଲେ ଚାହାପଡା ଗାଁର ଅଶୋକ କୁମାର ପାତ୍ର। ତାଙ୍କୁ ପୋଡି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Related story