କୁୱେତର ମସଜିଦରେ ବିସ୍ଫୋରଣ: ଆତ୍ମଘାତୀର ପରିଚୟ ମିଳିଲା

ଦୁବାଇ: ଗତ ଶୁକ୍ରବାର କୁୱେତର ରାଜଧାନୀ କୁୱେତ ସିଟି ସ୍ଥିତ ଏକ ସିଆ ମସଜିଦ୍ ଅଲ୍-ଇମାମ ଅଲ୍-ସାଦିକରେ ଆତ୍ମଘାତୀ ବିସ୍ଫୋରଣର କରିଥିବା ଆତଙ୍କୀର ପରିଚୟ ମିଳିଛି। ସେ ସାଉଦିର ନାଗରିକ। ତା’ ନାଁ ଫହାଦ ସୁଲିମାନ ଅବଦ୍ଦୁଲ-ମୁସେନ୍-ଅଲ୍-କାବା। କୁୱେତର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ଏହି ସୂଚନା। ଆତଙ୍କୀ ଫତାହ ସୁଲିମାନ ଶୁକ୍ରବାର (ଘଟଣା ଘଟିବା ଦିନ) ଭୋରରେ ଆସି କୁୱେତ ସିଟିରେ ପହଞ୍ଚିଥିଲେ। ତା’ର କେଇ ଘଣ୍ଟା ପରେ ସେ ଏହି ମସଜିଦ୍ ଭିତରକୁ ନିଜକୁ […]

masjid

masjid

Rakesh Mallick
  • Published: Sunday, 28 June 2015
  • Updated: 28 June 2015, 09:10 AM IST

Sports

Latest News

ଦୁବାଇ: ଗତ ଶୁକ୍ରବାର କୁୱେତର ରାଜଧାନୀ କୁୱେତ ସିଟି ସ୍ଥିତ ଏକ ସିଆ ମସଜିଦ୍ ଅଲ୍-ଇମାମ ଅଲ୍-ସାଦିକରେ ଆତ୍ମଘାତୀ ବିସ୍ଫୋରଣର କରିଥିବା ଆତଙ୍କୀର ପରିଚୟ ମିଳିଛି। ସେ ସାଉଦିର ନାଗରିକ। ତା’ ନାଁ ଫହାଦ ସୁଲିମାନ ଅବଦ୍ଦୁଲ-ମୁସେନ୍-ଅଲ୍-କାବା। କୁୱେତର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଛି ଏହି ସୂଚନା।

ଆତଙ୍କୀ ଫତାହ ସୁଲିମାନ ଶୁକ୍ରବାର (ଘଟଣା ଘଟିବା ଦିନ) ଭୋରରେ ଆସି କୁୱେତ ସିଟିରେ ପହଞ୍ଚିଥିଲେ। ତା’ର କେଇ ଘଣ୍ଟା ପରେ ସେ ଏହି ମସଜିଦ୍ ଭିତରକୁ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ। ମସଜିଦରେ ନମାଜ ଚାଲିଥିବା ବେଳେ ସେ ଏହି ବିସ୍ଫୋରଣ କରିଥିଲା। ସେତେବେଳେ ମସଜିଦ୍ ଭିତରେ ୨୦୦୦ ରୁ ଅଧିକ ଲୋକ ଥିଲେ। ବିସ୍ଫୋରଣରେ ୨୫ ଜଣ ପ୍ରାଣ ହରାଇଥିବା ବେଳେ ୨୦୦ରୁ ଅଧିକ ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story