ମରୁଡି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ: ଆଜି ସବୁ ବ୍ଲକରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ମରୁଡ଼ି ଓ ଚାଷୀ ଆତ୍ମହତ୍ୟାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି। ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ୧୦ଲକ୍ଷ ଟଙ୍କା ଓ ମରୁଡି ପ୍ରଭାବିତ ଅଞ୍ଚଳରେ ଏକର ପିଛା ୨୦ହଜାର ଟଙ୍କା ସହାୟତା ରାଶି ଦିଆଯିବା ଓ ଚାଷୀ ଆତ୍ମହତ୍ୟା ନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରିବା ଭଳି ଦାବିରେ କଂଗ୍ରେସ ବିକ୍ଷୋଭକୁ ଓହ୍ଲାଇଛି । ଏଥିସହ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟପାଳଙ୍କ […]

con-5

Rakesh Mallick
  • Published: Friday, 06 November 2015
  • , Updated: 06 November 2015, 05:54 AM IST

ଭୁବନେଶ୍ୱର: ମରୁଡ଼ି ଓ ଚାଷୀ ଆତ୍ମହତ୍ୟାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି। ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ୧୦ଲକ୍ଷ ଟଙ୍କା ଓ ମରୁଡି ପ୍ରଭାବିତ ଅଞ୍ଚଳରେ ଏକର ପିଛା ୨୦ହଜାର ଟଙ୍କା ସହାୟତା ରାଶି ଦିଆଯିବା ଓ ଚାଷୀ ଆତ୍ମହତ୍ୟା ନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରିବା ଭଳି ଦାବିରେ କଂଗ୍ରେସ ବିକ୍ଷୋଭକୁ ଓହ୍ଲାଇଛି । ଏଥିସହ ମରୁଡ଼ି ଓ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦଳପକ୍ଷରୁ ଏକ ସ୍ମାରକପତ୍ର ଦିଆଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।

Related story