‘ୱାନା କ୍ରାଏ’ ପରେ ଭୟଙ୍କର ହେଉଛି ନୂଆ ଭାଇରସ୍‌ :୨୫ ନିୟୁତ କମ୍ପ୍ୟୁଟର ପ୍ରଭାବିତ, ଜାଣନ୍ତୁ କିଏ ସେହି ଖଳନାୟକ

ନୂଆଦିଲ୍ଲୀ: ‘ୱାନା କ୍ରାଏ’ ପରେ ଏବେ ଆଉ ଏକ ସାଇବର ଭାଇରସ ଆତଙ୍କ ସୃଷ୍ଟି କରିଛି। କିଛି ଦିନ ତଳେ ‘ୱାନା କ୍ରାଏ’ ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିଲା। ୱାନା କ୍ରାଏ ରାନ୍‌ସମୱେର ଭୟ ଏଯାଏଁ ଦୂର ହୋଇ ନ ଥିବା ବେଳେ ଏବେ ଆଉ ଏକ ଭାଇରସ ଚିନ୍ତାର କାରଣ ପାଲଟିଛି। ତାହା ହେଉଛି ‘ଫାୟାର ବଲ୍‌’। ଏହି ନୂଆ ଭାଇରସ ବିଷୟରେ ‘ଚେକ୍  ପଏଣ୍ଟ’ ପକ୍ଷରୁ ଚେତାବନୀ ଦିଆଯାଇଛି। ‘ଚେକ୍  ପଏଣ୍ଟ’ […]

cyber-attack-1

cyber-attack-1

Rakesh Mallick
  • Published: Sunday, 04 June 2017
  • Updated: 04 June 2017, 07:04 PM IST

ନୂଆଦିଲ୍ଲୀ: ‘ୱାନା କ୍ରାଏ’ ପରେ ଏବେ ଆଉ ଏକ ସାଇବର ଭାଇରସ ଆତଙ୍କ ସୃଷ୍ଟି କରିଛି। କିଛି ଦିନ ତଳେ ‘ୱାନା କ୍ରାଏ’ ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିଲା। ୱାନା କ୍ରାଏ ରାନ୍‌ସମୱେର ଭୟ ଏଯାଏଁ ଦୂର ହୋଇ ନ ଥିବା ବେଳେ ଏବେ ଆଉ ଏକ ଭାଇରସ ଚିନ୍ତାର କାରଣ ପାଲଟିଛି। ତାହା ହେଉଛି ‘ଫାୟାର ବଲ୍‌’। ଏହି ନୂଆ ଭାଇରସ ବିଷୟରେ ‘ଚେକ୍  ପଏଣ୍ଟ’ ପକ୍ଷରୁ ଚେତାବନୀ ଦିଆଯାଇଛି। ‘ଚେକ୍  ପଏଣ୍ଟ’ ହେଉଛି ଏକ ସାଇବର ସୁରକ୍ଷା ସଂସ୍ଥା।

ଅଦ୍ୟାବଧି ଏହି ଭାଇରସ ୨୫ ନିୟୁତ କମ୍ପ୍ୟୁଟରକୁ ଆକ୍ରମଣ କରିସାରିଲାଣି। ଏହି ତାଲିକାରେ ଭାରତ ସମେତ ଅନ୍ୟାନ୍ୟ ଦେଶ ରହିଛି। Wired.com ନାମକ ଏକ ୱେବସାଇଟ୍‌ ଦାବି କରିଛି ଯେ,  ଇଣ୍ଟରନେଟକୁ ଯେମିତି ହ୍ୟାକ୍ କରିହେବ ସେହି ଅନୁଯାୟୀ ‘ଫାୟାର ବଲ୍‌’କୁ ଡିଜାଇନ କରାଯାଇଛି।  ଏହି ନୂଆ ଭାଇରସକୁ ନେଇ ବିଭିନ୍ନ କମ୍ପାନୀ ଗୁଡ଼ିକ ଚିନ୍ତିତ ହୋଇପଡ଼ିଛନ୍ତି।

ସୌଜନ୍ୟ: ଆଜ୍‌ତକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story