କ୍ରିକେଟରଙ୍କ ବୟସ ଜାଲିଆତିକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ ଆସୋସିଏସନରେ କ୍ରିକେଟରଙ୍କ ବୟସ ଜାଲିଆତିକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା। ଏହି ମାମଲା ଦାୟର କରିଛନ୍ତି ଅଲ୍ ଇଣ୍ଡିଆ ଆଣ୍ଟି କରପ୍ସନ ଅର୍ଗାନାଇଜେସନର ଆବାହକ ସୁବ୍ରତ କୁମାର ନନ୍ଦ।  ଜନସ୍ୱାର୍ଥ ମାମଲାରେ ରାଜ୍ୟ ନଗର ଉନ୍ନୟନ ସଚିବ, ଯୁବ ଓ କ୍ରୀଡ଼ା ସଚିବ, ପୋଲିସ ଡିଜି, BCCI, OCA, CBI, କଟକ, ସୁନ୍ଦରଗଡ଼ ଓ ଖୋର୍ଦ୍ଧାର ଜିଲ୍ଲାପାଳ ଏବଂ ୨୭ ଜଣ କ୍ରିକେଟରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଗତ ସିଜିନରେ ୧୯ […]

barabati-700x430

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 09:55 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ ଆସୋସିଏସନରେ କ୍ରିକେଟରଙ୍କ ବୟସ ଜାଲିଆତିକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା। ଏହି ମାମଲା ଦାୟର କରିଛନ୍ତି ଅଲ୍ ଇଣ୍ଡିଆ ଆଣ୍ଟି କରପ୍ସନ ଅର୍ଗାନାଇଜେସନର ଆବାହକ ସୁବ୍ରତ କୁମାର ନନ୍ଦ।  ଜନସ୍ୱାର୍ଥ ମାମଲାରେ ରାଜ୍ୟ ନଗର ଉନ୍ନୟନ ସଚିବ, ଯୁବ ଓ କ୍ରୀଡ଼ା ସଚିବ, ପୋଲିସ ଡିଜି, BCCI, OCA, CBI, କଟକ, ସୁନ୍ଦରଗଡ଼ ଓ ଖୋର୍ଦ୍ଧାର ଜିଲ୍ଲାପାଳ ଏବଂ ୨୭ ଜଣ କ୍ରିକେଟରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଗତ ସିଜିନରେ ୧୯ ବର୍ଷରୁ କମ୍ ଓ ୨୩ ବର୍ଷରୁ କମ୍ ଟିମରେ ଅଧିକ ବୟସର କ୍ରିକେଟରଙ୍କୁ ସାମିଲ କରାଯାଇଥିବା ଅଭିଯୋଗ ହୋଇଥିଲା।

Related story