ଓଡ଼ିଶା-ଆସାମ ରଣଜୀ ମୁକାବିଲା ଦ୍ୱିତୀୟ ଦିନ: ୮୮ ରନରେ ଓଡ଼ିଶା ଅଲଆଉଟ

କଟକ : କଟକର ବାରବାଟି ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ମ୍ୟାଚର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନର ଅସମାପ୍ତ ୫୨/୫ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ଦଳ ମାତ୍ର ୮୮ ରନରେ ଅଲଆଉଟ ହୋଇଯାଇଛି। ଫଳରେ ଆସାମ ଦଳ ପ୍ରଥମ ଇନିଂସରେ ୪ରନର ଲିଡ ନେଇଛି । ଆସାମ ପକ୍ଷରୁ କ୍ରିଷ୍ଣା ଦାସ ସର୍ବାଧିକ ୭ ୱିକେଟ ନେଇଛନ୍ତି ।ପ୍ରଥମ ଦିନରେ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା। ଗୋଟିଏ ଦିନରେ ପଡ଼ିଥିଲା ୧୫ଟି ୱିକେଟ୍। ଆସାମ […]

orissa-assam-ranjee-12-1024x717

orissa-assam-ranjee-12-1024x717

Rakesh Mallick
  • Published: Friday, 16 October 2015
  • Updated: 16 October 2015, 04:31 PM IST

Sports

Latest News

କଟକ : କଟକର ବାରବାଟି ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ମ୍ୟାଚର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନର ଅସମାପ୍ତ ୫୨/୫ରୁ ଖେଳ ଆରମ୍ଭ କରିଥିବା ଓଡ଼ିଶା ଦଳ ମାତ୍ର ୮୮ ରନରେ ଅଲଆଉଟ ହୋଇଯାଇଛି। ଫଳରେ ଆସାମ ଦଳ ପ୍ରଥମ ଇନିଂସରେ ୪ରନର ଲିଡ ନେଇଛି । ଆସାମ ପକ୍ଷରୁ କ୍ରିଷ୍ଣା ଦାସ ସର୍ବାଧିକ ୭ ୱିକେଟ ନେଇଛନ୍ତି ।ପ୍ରଥମ ଦିନରେ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା। ଗୋଟିଏ ଦିନରେ ପଡ଼ିଥିଲା ୧୫ଟି ୱିକେଟ୍। ଆସାମ ପ୍ରଥମ ଇନିଂସରେ ୯୨ ରନରେ ଅଲ୍ ଆଉଟ୍ ହୋଇଯାଇଥିବା ବେଳେ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଓଡ଼ିଶା ୫ ୱିକେଟ୍ ହରାଇ ୫୨ ରନ ସଂଗ୍ରହ କରିଥିଲା ।

ଟସ୍ ଜିତି ଆଜି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଓଡ଼ିଶା ଦଳ। ପ୍ରାରମ୍ଭରୁ ହିଁ ଆସାମର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଦ୍ୱିତୀୟ ଓଭରରେ ଦଳର ପ୍ରଥମ ୱିକେଟ୍ ପଡ଼ିଥିଲା। ଓପନର କୁନାଲ ସାଇକିଆ ମାତ୍ର ୪ ରନ୍ କରି ଆଉଟ୍ ହୋଇଯାଇଥିଲା। ତା’ପରେ ୩ ନମ୍ବରରେ ଆସିଥିବା ଗୋକୁଲ ଶର୍ମା ତୃତୀୟ ଓଭରରେ ମାତ୍ର ୫ ରନ୍ କରି ଆଉଟ୍ ହୋଇଥିଲେ। ଦଳର ତୃତୀୟ ୱିକେଟ୍ ପଡ଼ିଥିଲା ୧୫ ଓଭରରେ। ସେତେବେଳ ଦଳୀୟ ସ୍କୋର ମାତ୍ର ୨୭ ରନ୍ ହୋଇଥିଲା। ଦଳ ୫୨.୪ ଓଭରର ଖେଳିଥିଲେ ସୁଦ୍ଧା ରନ୍ ସଂଗ୍ରହ କରିବାରେ ବିଫଳ ହୋଇଥିଲା। ୭  ଜଣ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରି ନଥିଲେ। ଦଳ ପକ୍ଷରୁ ସର୍ବାଧିକ ରନ୍ କରିଥିଲେ ଅମିତ ବର୍ମା। ସେ ୬୬ ବଲରୁ ୨୦ ରନ କରିଥିଲେ। ସେହିପରି ତେଜିନ୍ଦର ସିଂହ ୮୯ ବଲରୁ ୧୭ ରନ କରିଥିଲେ। ଦଳ ମାତ୍ର ୯୨ରନରେ ଅଲଆଉଟ ହୋଇଯାଇଥିଲା।

ଓଡ଼ିଶା ପକ୍ଷରୁ ଚମତ୍କାର ବୋଲିଂ କରିଥିଲେ ବସନ୍ତ ମହାନ୍ତି। ସେ ୧୪.୪ ଓଭର ବୋଲିଂ କରି ୫ଟି ୱିକେଟ୍ ହାସଲ କରିଥିଲେ। ସେହିପରି ସୂର୍ଯ୍ୟକାନ୍ତ ପ୍ରଧାନ ଓ ଆଲୋକ ସାହୁ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଆଲୋକ ମଙ୍ଗରାଜ ଗୋଟିଏ ୱିକେଟ ନେଇ ଆସାମର ବ୍ୟାଟିଂ ଲାଇନକୁ ବିଧ୍ୱଂସ କରି ଦେଇଥିଲେ।

ତେବେ ଓଡ଼ିଶାର ଏ ଖୁସି ଅଧିକ ସମୟ ରହି ନଥିଲା। କାରଣ ଆସାମ ବ୍ୟାଟ୍ସମ୍ୟାନଙ୍କ ଭଳି ଓଡ଼ିଶାର ବ୍ୟଟ୍ସମ୍ୟାନମାନେ ମଧ୍ୟ କ୍ରିଜରେ ତିଷ୍ଠି ପାରି ନଥିଲେ। ଘରୋଇ ଦଳର ବ୍ୟାଟିଂ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା ଦ୍ୱିତୀୟ ଓଭରରୁ। ଆଉଟ୍ ହୋଇଥିଲେ ରାଜେଶ ଧୁପର। ସେ କୌଣସି ରନ୍ ନକରି ପ୍ୟାଭିଲିୟନକୁ ଫେରି ଯାଇଥିଲେ। ତା’ପର ୱିକେଟ୍ ପଡ଼ିଥିଲା ଚତୁର୍ଥ ଓଭରରେ। ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷ ରଣଜୀ ମ୍ୟାଚରେ ଶତକ ମାରିଥିବା ଗୋବିନ୍ଦ ପୋଦାର ଆଜି  ଫେଲ୍ ମାରିଥିଲେ। ମାତ୍ର ୪ଟି ବଲର ସମ୍ମୁଖୀନ ହୋଇଥିଲେ ପୋଦ୍ଦାର ଓ କୌଣସି ରନ୍ ନକରି କ୍ରିଷ୍ଣା ଦାସଙ୍କ ଏକ ବଲରେ ବୋଲ୍ଡ ହୋଇଯାଇଥିଲେ। ଏହା ପରେ ଓପନର ନଟରାଜ ବେହେରେ ମଧ୍ୟ ଅଧିକ ସମୟ ରହିପାରି ନଥିଲେ। ୧୮ଟି ବଲରେ ୨୩ ରନ୍ ସଂଗ୍ରହ କରିଥିବା ନଟରାଜ ୫.୧ ଓଭରରେ କ୍ରିଷ୍ଣା ଦାସଙ୍କ ବଲରେ କୁନାଲ ସାଇକିଆଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ମହାରାଷ୍ଟ୍ର ବିପକ୍ଷରେ ଅର୍ଦ୍ଧଶତକ କରିଥିବା ପ୍ରତୀକ ଦାସ ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ବିଳ୍ପବ ସାମନ୍ତରାୟ ୪୧ଟି ବଲ୍ ଖେଳି ମାତ୍ର ୫ ରନ୍ କରିଥିଲେ। ଅନୁରାଗ ଷଡ଼ଙ୍ଗୀ ୭ ରନ୍ (୮୬ ବଲ୍) ଓ ଅଭିଳାଷ ମଲ୍ଲିକ ୪ ରନ୍ (୨୦ ବଲ୍) କରି ଅପରାଜିତ ଅଛନ୍ତି। ଆଜି ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ ମାତ୍ର ୫୨ ରନ୍ ସଂଗ୍ରହ କରିପାରିଛି।  ଆସାମ ପକ୍ଷରୁ କ୍ରିଷ୍ଣା ଦାସ ୪ଟି ୱିକେଟ୍ ନେଇ ଓଡ଼ିଶାର ବିପର୍ଯ୍ୟୟ ଘଟାଇଥିଲେ। ଅରୂପ ଦାସ ଗୋଟିଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story