ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏଥିରେ ୮ଟି କାର୍ଯ୍ୟଦିବସରେ ମୋଟ୍‌ ୧୨ଟି ବିଲ ଆସିବାର ରହିଛି। ଅନ୍ୟପକ୍ଷରେ ସରକାରଙ୍କୁ ଘେରିବା ପାଇଁ ରାଜ୍ୟ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ରଣନୀତି ପ୍ରସ୍ତୁତି କରିଛନ୍ତି। ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ମହାନଦୀ ଓ ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ଶାସନ ବିଜେଡି। ମହାନଦୀ ପ୍ରସଙ୍ଗରେ ବିଜେଡି ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟପନ୍ଥାକୁ ବିଧାନସଭାରେ ଢାଲ […]

odishaassemblymonsoonsession

odishaassemblymonsoonsession

Rakesh Mallick
  • Published: Wednesday, 21 September 2016
  • Updated: 21 September 2016, 01:24 PM IST

Sports

Latest News

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଏଥିରେ ୮ଟି କାର୍ଯ୍ୟଦିବସରେ ମୋଟ୍‌ ୧୨ଟି ବିଲ ଆସିବାର ରହିଛି। ଅନ୍ୟପକ୍ଷରେ ସରକାରଙ୍କୁ ଘେରିବା ପାଇଁ ରାଜ୍ୟ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ରଣନୀତି ପ୍ରସ୍ତୁତି କରିଛନ୍ତି। ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ମହାନଦୀ ଓ ପୋଲାଭରମ ପ୍ରସଙ୍ଗକୁ ଢାଲ କରିବ ଶାସନ ବିଜେଡି।

ମହାନଦୀ ପ୍ରସଙ୍ଗରେ ବିଜେଡି ଉଭୟ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟପନ୍ଥାକୁ ବିଧାନସଭାରେ ଢାଲ କରିବ। ଏହାଛଡ଼ା ପୋଲାଭରମ୍‌ ପ୍ରସଙ୍ଗରେ କେନ୍ଦ୍ର ଓ ଆନ୍ଧ୍ର ସରକାରଙ୍କ ଭୂମିକାକୁ ମଧ୍ୟ ଟାର୍ଗେଟ୍‌ କରିବ ଦଳ। ସେହିପରି କେନ୍ଦ୍ର ଅବହେଳା, ଇଣ୍ଡଷ୍ଟ୍ରିଆଲ କରିଡରରେ ଓଡ଼ିଶା ସ୍ଥାନ ନ ପାଇବା ଓ କେନ୍ଦ୍ରୀୟ ଅନୁଦାନ କାଟ୍‌ ପ୍ରସଙ୍ଗକୁ ପୁଣି ଥରେ ବିଜେଡି ଉଠାଇ ବିରୋଧୀଙ୍କୁ ସାମ୍ନା କରିବା ପାଇଁ ଯୋଜନା କରିଛି।

ଗତକାଲି କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା। ବୈଠକରେ ନଗଡ଼ା ଶିଶୁ ମୃତ୍ୟୁ, ଗୁମୁଡୁମାହା ଗୁଳିକାଣ୍ଡ, ଦାନ ମାଝି ପତ୍ନୀଙ୍କ ଶବ ବୋହିବା, ରାସନ୍‌କାର୍ଡ଼ କଳେଙ୍କାରୀ, ରାୟଗଡ଼ାରେ ଆମ୍ୱ ଟାକୁଆ ଜାଉ ଖାଇବା ଓ ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା। ଏହିସବୁ ପ୍ରସଙ୍ଗକୁ ନେଇ ଦଳ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି।

ବିଜେପି ବିଧାୟକ ଦଳ ବୈଠକରେ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଆକ୍ରମଣଠାରୁ ଆରମ୍ଭ କରି ବିଜେଡି ନେତାଙ୍କ ଦାଦାଗିରି, ଶିକ୍ଷା, ସ୍ୱାସ୍ଥ୍ୟ, ରାସନ୍‌କାର୍ଡ଼, ଟିଚର ଅନ୍‌ କଲ, ଚିଟ୍‌ଫଣ୍ଡ, ମୋତିଲାଲ ଓ ହାପିକର କେଳେଙ୍କାରିକୁ ପ୍ରମୁଖକୁ ପ୍ରସଙ୍ଗ କରିବା ନେଇ ଆଲୋଚନା ହୋଇଛି।

ଆଜିଠାରୁ ମୌସୁମୀ ଅଧିବେଶ ଆରମ୍ଭ ହେଉଥିବାରୁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୋଲିସ୍‌ ଡିଜି କେ.ବି. ସିଂହ, ପୋଲିସ୍‌ କମିଶନର  ୱାଇ.ବି ଖୁରାନିଆ ଓ ଡିସିପି ସତ୍ୟବ୍ରତ ଭୋଇ ଆଜି ବିଧାନସଭା ପରିସର ଓ ବିଭିନ୍ନ ସଙ୍ଗଠନ ଧାରଣା ଦେଉଥିବା ସ୍ଥାନ ଲୋୟର ପିଏମ୍‌ଜି ଯାଇ ଯାଞ୍ଚ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ୩୫ ପ୍ଲାଟୁନ୍‌ ଫୋର୍ସ, ଜଣେ ଡିସିପି, ୪ ଜଣ ଆସିଷ୍ଟାଣ୍ଟ ଡିସିପି, ୧୨ ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୧୦୦ ଜଣ ଏସ୍‌ଆଇ ଓ ଏଏସ୍‌ଆଇଙ୍କୁ ନିୟୋଜିତ କରାଯାଇଛି। ଏୟାରପୋର୍ଟ୍‌, ଷ୍ଟେସନ୍‌ ଓ ବସ୍‌ଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story