ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚ୍: ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଓଡ଼ିଶା ୩୬/୧

ଭୁବନେଶ୍ୱର: କିଟ୍ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚର ଆଜି ତୃତୀୟ ଦିନ। ଆଜି ଦିଲ୍ଲୀ ପ୍ରଥମ ଇନିଂସରେ ୩୧୧ ରନ କରି ରେ ଅଲଆଉଟ୍ ହୋଇଯାଇଥିଲା। ସୂର୍ଯ୍ୟକାନ୍ତ ୪ଟି ୱିକେଟ୍ ନେଇଥିବା ବେଳେ ବସନ୍ତ ଓ ଦୀପକ ୩ଟି ୱିକେଟ୍ ନେଇଛନ୍ତି। ଓଡ଼ିଶା ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୧ ୱିକେଟ୍ ହରାଇ ୩୬ ରନ କରିଛି। ସୂଚନାଯୋଗ୍ୟ, ଓଡ଼ିଶା ବର୍ତ୍ତମାନ ସୁଦ୍ଧା ଖେଳିଥିବା ୩ ଟି ମ୍ୟାଚରୁ ଗୋଟିକରେ ବିଜୟ ହୋଇଥିବା ବେଳେ ଦୁଇଟି […]

Gautam-Gambhir-of-India-batting-during-the-Tour-Match-between-Le

Rakesh Mallick
  • Published: Sunday, 01 November 2015
  • , Updated: 01 November 2015, 12:16 PM IST

ଭୁବନେଶ୍ୱର: କିଟ୍ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଦିଲ୍ଲୀ ରଣଜୀ ମ୍ୟାଚର ଆଜି ତୃତୀୟ ଦିନ। ଆଜି ଦିଲ୍ଲୀ ପ୍ରଥମ ଇନିଂସରେ ୩୧୧ ରନ କରି ରେ ଅଲଆଉଟ୍ ହୋଇଯାଇଥିଲା। ସୂର୍ଯ୍ୟକାନ୍ତ ୪ଟି ୱିକେଟ୍ ନେଇଥିବା ବେଳେ ବସନ୍ତ ଓ ଦୀପକ ୩ଟି ୱିକେଟ୍ ନେଇଛନ୍ତି। ଓଡ଼ିଶା ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ୧ ୱିକେଟ୍ ହରାଇ ୩୬ ରନ କରିଛି।

ସୂଚନାଯୋଗ୍ୟ, ଓଡ଼ିଶା ବର୍ତ୍ତମାନ ସୁଦ୍ଧା ଖେଳିଥିବା ୩ ଟି ମ୍ୟାଚରୁ ଗୋଟିକରେ ବିଜୟ ହୋଇଥିବା ବେଳେ ଦୁଇଟି ଡ୍ର ରଖିଛି। ଦଳ ଆସାମ ବିପକ୍ଷରେ ବିଜୟ ହାସଲ କରିଥିବା ବେଳେ ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷରେ ମ୍ୟାଚ୍ ଡ୍ର’ ରଖିଛି। ଏହା ସହିତ ଦଳ ୮ ପଏଣ୍ଟ ପାଇଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ୨ଟି ମ୍ୟାଚରେ ବିଜୟ ଓ ୨ଟି ମ୍ୟାଚରେ ପରାଜୟ ସହିତ ୧୫ ପଏଣ୍ଟ ପାଇଛି।

Related story