ଓଡ଼ିଶାରେ ଆଂଶିକ ସୂର୍ଯ୍ୟପରାଗ

ଭୁବନେଶ୍ୱର: ଓଡ଼ିଶାରେ ଆଶିଂକ ଦୃଶ୍ୟମାନ ହୋଇଥିବା ସୂର୍ଯ୍ୟପରାଗ ସକାଳ ୬ଟା ୦୩ ମିନିଟରେ ଆରମ୍ଭ ହୋଇ ୬ଟା ୪୯ରେ ସର୍ବମୋକ୍ଷ ହୋଇଛି।  ଓଡ଼ିଶାରେ ଏହି ପରାଗ ଆଂଶିକ ୨୩ ପ୍ରତିଶତ ଦୃଶ୍ୟମାନ ହୋଇଛି। ରାଜଧାନୀବାସୀ ଏହି ମହାଜାଗତିକ ଦୃଶ୍ୟକୁ ଉପଭୋଗ କରିଛନ୍ତି। ପୃଥିବୀର ବିଭିନ୍ନ ଭାଗରେ ଭୋର ୪ଟା ୪୯ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହୋଇ ଦିନ ୧୦ଟା ୧୫ ମିନିଟ ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ ଭୁବନେଶ୍ୱରରେ ଏହା ୬ଟା ୪୯ ମିନିଟରେ ସର୍ବମୋକ୍ଷ ହୋଇଛି। […]

s

Rakesh Mallick
  • Published: Wednesday, 09 March 2016
  • , Updated: 09 March 2016, 03:56 AM IST

ଭୁବନେଶ୍ୱର: ଓଡ଼ିଶାରେ ଆଶିଂକ ଦୃଶ୍ୟମାନ ହୋଇଥିବା ସୂର୍ଯ୍ୟପରାଗ ସକାଳ ୬ଟା ୦୩ ମିନିଟରେ ଆରମ୍ଭ ହୋଇ ୬ଟା ୪୯ରେ ସର୍ବମୋକ୍ଷ ହୋଇଛି।  ଓଡ଼ିଶାରେ ଏହି ପରାଗ ଆଂଶିକ ୨୩ ପ୍ରତିଶତ ଦୃଶ୍ୟମାନ ହୋଇଛି। ରାଜଧାନୀବାସୀ ଏହି ମହାଜାଗତିକ ଦୃଶ୍ୟକୁ ଉପଭୋଗ କରିଛନ୍ତି। ପୃଥିବୀର ବିଭିନ୍ନ ଭାଗରେ ଭୋର ୪ଟା ୪୯ ମିନିଟରୁ ସୂର୍ଯ୍ୟପରାଗ ଆରମ୍ଭ ହୋଇ ଦିନ ୧୦ଟା ୧୫ ମିନିଟ ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ ଭୁବନେଶ୍ୱରରେ ଏହା ୬ଟା ୪୯ ମିନିଟରେ ସର୍ବମୋକ୍ଷ ହୋଇଛି। ସୂର୍ଯ୍ୟପରାଗ ପାଇଁ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଗତକାଲି ସନ୍ଧ୍ୟା ଓ ତଡ଼ପଲାଗି ପରେ ୫ଟା ୫୯ ମିନିଟରୁ ଶ୍ରୀଜିଉଙ୍କ ଦେବନୀତି ବନ୍ଦ ରହିଥିଲା।

Related story