ଓଡ଼ିଶାରେ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା। ସେ କିଛି ସମୟ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚି ଚନ୍ଦ୍ରଶେଖରପୁରସ୍ଥିତ ରେଳ ସଦନକୁ ଯାଇଛନ୍ତି। ସେଠାରେ ପୂର୍ବତଟ ରେଳବାଇର ବିଭିନ୍ନ ପ୍ରକଳ୍ପ ଏବଂ କାର୍ଯ୍ୟ ସମୀକ୍ଷା କରୁଛନ୍ତି। ତାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶା ଗସ୍ତରେ ଆସିଛନ୍ତି। ଅପରାହ୍ନରେ ମନ୍ତ୍ରୀ ସିହ୍ନା ଜଟଣୀ ଯାଇ ସେଠାରେ ଥିବା ଇଷ୍ଟ କୋଷ୍ଟ ରେଲୱେ ମିକ୍ସଡ଼ ହାଇୟର୍ ସେକେଣ୍ଡାରୀ ସ୍କୁଲର ଶତବାର୍ଷିକୀ ଉତ୍ସବରେ […]

r

Rakesh Mallick
  • Published: Sunday, 20 December 2015
  • , Updated: 20 December 2015, 09:08 AM IST

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା। ସେ କିଛି ସମୟ ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚି ଚନ୍ଦ୍ରଶେଖରପୁରସ୍ଥିତ ରେଳ ସଦନକୁ ଯାଇଛନ୍ତି। ସେଠାରେ ପୂର୍ବତଟ ରେଳବାଇର ବିଭିନ୍ନ ପ୍ରକଳ୍ପ ଏବଂ କାର୍ଯ୍ୟ ସମୀକ୍ଷା କରୁଛନ୍ତି। ତାଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶା ଗସ୍ତରେ ଆସିଛନ୍ତି। ଅପରାହ୍ନରେ ମନ୍ତ୍ରୀ ସିହ୍ନା ଜଟଣୀ ଯାଇ ସେଠାରେ ଥିବା ଇଷ୍ଟ କୋଷ୍ଟ ରେଲୱେ ମିକ୍ସଡ଼ ହାଇୟର୍ ସେକେଣ୍ଡାରୀ ସ୍କୁଲର ଶତବାର୍ଷିକୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Related story