ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ବିଜେଡି ସାଂସଦ

ଭୁବନେଶ୍ୱର: ବିବାଦୀୟ ପୋଲାଭରମ୍ ପ୍ରସଙ୍ଗ ଏବଂ ରାଜ୍ୟରେ ମରୁଡ଼ି ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ବିଜେଡ଼ିର ସାଂସଦମାନେ ଭେଟିବେ। ମରୁଡ଼ି ସ୍ଥିତିର ମୁକାବିଲା ଲାଗି ଆବଶ୍ୟକୀୟ ଆର୍ଥ ପ୍ରଦାନ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ସାଂସଦମାନେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ସେହିପରି ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଓଡ଼ିଶା ପ୍ରଭାବିତ ହେଉଥିବା ଓ କ୍ଷୟକ୍ଷତି ନେଇ ମଧ୍ୟ ମୋଦିଙ୍କ ସହ ବିଜେଡ଼ି ସାଂସଦମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୩ଟି ରାଜ୍ୟ ଓଡ଼ିଶା, ତେଲେଙ୍ଗାନା ଓ […]

polaveram

Rakesh Mallick
  • Published: Thursday, 17 December 2015
  • , Updated: 17 December 2015, 07:18 AM IST

ଭୁବନେଶ୍ୱର: ବିବାଦୀୟ ପୋଲାଭରମ୍ ପ୍ରସଙ୍ଗ ଏବଂ ରାଜ୍ୟରେ ମରୁଡ଼ି ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁରୁବାର ବିଜେଡ଼ିର ସାଂସଦମାନେ ଭେଟିବେ। ମରୁଡ଼ି ସ୍ଥିତିର ମୁକାବିଲା ଲାଗି ଆବଶ୍ୟକୀୟ ଆର୍ଥ ପ୍ରଦାନ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ସାଂସଦମାନେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସେହିପରି ପୋଲାଭରମ୍ ପ୍ରକଳ୍ପ ଯୋଗୁଁ ଓଡ଼ିଶା ପ୍ରଭାବିତ ହେଉଥିବା ଓ କ୍ଷୟକ୍ଷତି ନେଇ ମଧ୍ୟ ମୋଦିଙ୍କ ସହ ବିଜେଡ଼ି ସାଂସଦମାନେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୩ଟି ରାଜ୍ୟ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ସରକାରଙ୍କ ସହ ପୋଲାଭରମ୍ ବିବାଦର ସମାଧାନ ପାଇଁ ମିଳିତ ଭାବେ ଆଲୋଚନା କରାଯିବା ଉପରେ ଗୁରୁତ୍ୱାରୋପ କରିବେ ବୋଲି ଜଣାପଡ଼ିଛି।

Related story