ରାଧାନୀରେ ବ୍ଲକଗ୍ରାଣ୍ଟ ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘର ଶୋଭାଯାତ୍ରା

ଭୁବନେଶ୍ୱର: ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ ଜୋର ଧରିଛି । ବିଭିନ୍ନ ଦାବିରେ ଆଜି ବ୍ଲକଗ୍ରାଣ୍ଟ ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜଧାନୀରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ଶିକ୍ଷକ ସାମିଲ୍ ହୋଇଥିଲେ। ସ୍କୁଲଗୁଡ଼ିକୁ ପୂର୍ଣ୍ଣ ଅନୁଦାନ ଦେବା, ଶିକ୍ଷକଙ୍କୁ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ନିୟମ ଅନୁଯାୟୀ ଦରମା ଓ ଅନ୍ୟ ସୁବିଧା ଯୋଗାଇ ଦେବାକୁ ଶିକ୍ଷକମାନେ ଦାବି କରିଛନ୍ତି । ସ୍କୁଲରେ ତାଲା […]

b

b

Rakesh Mallick
  • Published: Tuesday, 18 August 2015
  • Updated: 18 August 2015, 03:53 PM IST

Sports

Latest News

ଭୁବନେଶ୍ୱର: ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଆନ୍ଦୋଳନ ଜୋର ଧରିଛି । ବିଭିନ୍ନ ଦାବିରେ ଆଜି ବ୍ଲକଗ୍ରାଣ୍ଟ ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ରାଜଧାନୀରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ହଜାର ହଜାର ସଂଖ୍ୟାରେ ଶିକ୍ଷକ ସାମିଲ୍ ହୋଇଥିଲେ। ସ୍କୁଲଗୁଡ଼ିକୁ ପୂର୍ଣ୍ଣ ଅନୁଦାନ ଦେବା, ଶିକ୍ଷକଙ୍କୁ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ନିୟମ ଅନୁଯାୟୀ ଦରମା ଓ ଅନ୍ୟ ସୁବିଧା ଯୋଗାଇ ଦେବାକୁ ଶିକ୍ଷକମାନେ ଦାବି କରିଛନ୍ତି । ସ୍କୁଲରେ ତାଲା ପକାଇ ଶିକ୍ଷକମାନେ ବିଧାନସଭା ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟର ୨ ହଜାର ୨୧୦ଟି ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ଏବଂ ୪୨୩ଟି ଅନୁଦନ ଯୋଗ୍ୟ ହାଇସ୍କୁଲରେ ପାଠପଢ଼ା ପ୍ରଭାବିତ ହୋଇଛି।

ସେପଟେ ଆସନ୍ତାକାଲିଠାରୁ ବିଧାନସଭା ଆଗରେ ଆନ୍ଦୋଳନ ପାଇଁ ଘୋଷଣା କରିଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ । ଆସନ୍ତାକାଲି ବିଧାନସଭା ଘେରାଉ କରିବା ପରେ ୨୦ ତାରିଖରୁ ବିଧାୟକଙ୍କ ସରକାରୀ ବାସଭବନ ଘେରାଉ ପାଇଁ ସଂଘ ଚେତାବନୀ ଦେଇଛି। ୧୯୯୪ ଅନୁଦାନ ଆଇନ ଲାଗୁ କରାଯିବା ସହ ଅନୁଦାନ ଯୋଗ୍ୟ ସ୍କୁଲଗୁଡ଼ିକୁ ତୁରନ୍ତ ଟଙ୍କ। ଦିଆଯାଉ ବୋଲି ଏମାନେ ଦାବି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story