ରସୋଗୋଲା ବିବାଦ : ଆଜି ତଥ୍ୟ ସଂଗ୍ରହକାରୀ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର: ରସୋଗୋଲାର ଜିଆଇ ବା ଜିଓଗ୍ରାଫିକାଲ ଇଣ୍ଡିକେସନ୍ ମାନ୍ୟତା ହାସଲ ପାଇଁ ରାଜ୍ୟ ସରକାର ଗଠନ କରିଥିବା ୩ଟି କମିଟି ମଧ୍ୟରୁ ଆଜି ତଥ୍ୟ ସଂଗ୍ରହକାରୀ କମିଟିର ପ୍ରଥମ ବୈଠକ ବସିବ।ଏଥିରେ ରସଗୋଲା ସମ୍ପର୍କରେ ସଂଗୃହିତ ତଥ୍ୟ ଉପସ୍ଥାପନ ହେବ। ଆସନ୍ତାକାଲି କମିଟି ଏ ସମ୍ପର୍କିତ ଏକ ମଧ୍ୟବର୍ତ୍ତିକାଳୀନ ରିପୋର୍ଟ ପ୍ରଦାନ କରିବେ। ମନ୍ତ୍ରୀ ପ୍ରଦୀପ ପାଣୀଗ୍ରାହୀ ଏହି ସୂଚନା ଦେଇଛନ୍ତି। ସେପଟେ ପଶ୍ଚିମବଙ୍ଗ ସରକାର ଚଳାଇଥିବା ଉଦ୍ୟମ ଉପରେ ମଧ୍ୟ ସରକାର ନଜର ରଖିଛନ୍ତି।

rasagola

Rakesh Mallick
  • Published: Friday, 09 October 2015
  • , Updated: 09 October 2015, 04:51 PM IST

Related story