ଅଗଷ୍ଟ ୯ରେ Galaxy Note 9 ସହ S4 Tabବି ହେବ ଲଞ୍ଚ୍

ଅଗଷ୍ଟ ୯ତାରିଖରେ ସାମ୍‌ସଙ୍ଗ୍ Galaxy Note 9 ଲଞ୍ଚ୍ ହେବାକୁ ଯାଉଛି। ଏଥିସହ Galaxy Tab S4 ଏବଂ Watch ସାମିଲ୍‌ ଅଛି। ରିପୋର୍ଟ ଅନୁଯାୟୀ ସାମ୍‌ସଙ୍ଗ୍‌ Galaxy Tab 2A XLର ଡିସ୍‌ପ୍ଲେ ୧୦.୫। ୭.୩୦୦ mAh ବ୍ୟାଟେରି, ଇଣ୍ଟର୍‌ନାଲ୍‌ ୩୨GB ମୋମୋରି ସାଙ୍ଗକୁ ୩GB ରାମ୍‌ ରହିଛି। ଏହି ଟାବ୍‌ଲେଟ୍‌ରେ ୫ମେକାପିକ୍ସଲ୍‌ ରିୟର୍‌ ଏବଂ ଫ୍ରଣ୍ଟ୍‌ କ୍ୟାମେରା  ରହିଛି। Galaxy note9 ସୂଚନା ଅନୁଯାୟୀ Galaxy Note 9 ମଧ୍ୟ ଏହି ଦିନ ଲଞ୍ଚ […]

Untitled

Rakesh Mallick
  • Published: Monday, 30 July 2018
  • , Updated: 30 July 2018, 04:06 PM IST

ଅଗଷ୍ଟ ୯ତାରିଖରେ ସାମ୍‌ସଙ୍ଗ୍ Galaxy Note 9 ଲଞ୍ଚ୍ ହେବାକୁ ଯାଉଛି। ଏଥିସହ Galaxy Tab S4 ଏବଂ Watch ସାମିଲ୍‌ ଅଛି। ରିପୋର୍ଟ ଅନୁଯାୟୀ ସାମ୍‌ସଙ୍ଗ୍‌ Galaxy Tab 2A XLର ଡିସ୍‌ପ୍ଲେ ୧୦.୫। ୭.୩୦୦ mAh ବ୍ୟାଟେରି, ଇଣ୍ଟର୍‌ନାଲ୍‌ ୩୨GB ମୋମୋରି ସାଙ୍ଗକୁ ୩GB ରାମ୍‌ ରହିଛି। ଏହି ଟାବ୍‌ଲେଟ୍‌ରେ ୫ମେକାପିକ୍ସଲ୍‌ ରିୟର୍‌ ଏବଂ ଫ୍ରଣ୍ଟ୍‌ କ୍ୟାମେରା  ରହିଛି।

Galaxy note9

ସୂଚନା ଅନୁଯାୟୀ Galaxy Note 9 ମଧ୍ୟ ଏହି ଦିନ ଲଞ୍ଚ ହେବାକୁ ଯାଉଛି। ଏଥିରେ 4,000mAhର ବ୍ୟାଟେରି ରହିଛି। ଏହି ଫୋନ୍‌ର ଓଜନ୍‌ କମ୍‌ ରହିଛି। ଏଥିରେ ୮GB ରାମ୍‌ ଏବଂ ୨୫୬GB ଇଣ୍ଟରନାଲ୍‌ ମେମୋରୀ ରହିଛି।

Related story