ଏସଆର ଗ୍ରୀନ ଚିଟଫଣ୍ଡ ସଂସ୍ଥା ଉପରେ ସିବିଆଇ ଚଢାଉ

ଭୁବନେଶ୍ୱର: ଏସଆର ଗ୍ରୀନ ଚିଟଫଣ୍ଡ ସଂସ୍ଥା ଉପରେ ଆଜି ସିବିଆଇ ଚଢାଉ ହୋଇଛି। ସଂସ୍ଥାର ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟ ଉପରେ ଚଢ଼ାଉ ଜାରି ରହିଛି। କୋଲକାତା ଓ ବାଲେଶ୍ୱର ସମେତ ମୋଟ ୧୦ଟି ସ୍ଥାନରେ ଚଢ଼ାଉ ହୋଇଛି। ଚଢାଉ ବେଳେ ଅନେକ ଗରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।

money

Rakesh Mallick
  • Published: Thursday, 01 October 2015
  • , Updated: 01 October 2015, 08:25 AM IST

Related story