ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ବେଳେ ଦିଲ୍ଲୀରେ ଗୋଷ୍ଠୀ ସଂଘର୍ଷ: ବ୍ୟାପକ ପୋଡ଼ାଜଳା

ନୂଆଦିଲ୍ଲୀ: ଦିଲ୍ଲୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଦିଲ୍ଲୀର ଜାହାଙ୍ଗୀର ପୁରି ଇଲାକାରେ ଏହି ଘଟଣା ଘଟିଛି। ହନୁମାନ ଶୋଭାଯାତ୍ରା ଉପରେ ଟେକାପଥର ମାଡ଼ କରାଯିବାକରୁ ପାଲଟା  ଆକ୍ରମଣ କରାଯାଇଛି। ଫଳରେ ବ୍ୟାପକ ପୋଡ଼ାଜଳା ହୋଇଛି। ପରିସ୍ଥିତି ଅଣାୟତ୍ତ ହେବା ସହ ଏକାଧିକ ଗାଡ଼ି ଜାଳି ଦିଆଯାଇଛି। ଟେକା ପଥର ମାଡ଼ରେ ବହୁ ପୁଲିସ ଅଧିକାରୀମାନେ ମଧ୍ୟ ଆହତ ହୋଇଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। […]

delhi

delhi

Tapas Behera
  • Published: Saturday, 16 April 2022
  • Updated: 16 April 2022, 10:57 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଦିଲ୍ଲୀର ଜାହାଙ୍ଗୀର ପୁରି ଇଲାକାରେ ଏହି ଘଟଣା ଘଟିଛି। ହନୁମାନ ଶୋଭାଯାତ୍ରା ଉପରେ ଟେକାପଥର ମାଡ଼ କରାଯିବାକରୁ ପାଲଟା  ଆକ୍ରମଣ କରାଯାଇଛି। ଫଳରେ ବ୍ୟାପକ ପୋଡ଼ାଜଳା ହୋଇଛି। ପରିସ୍ଥିତି ଅଣାୟତ୍ତ ହେବା ସହ ଏକାଧିକ ଗାଡ଼ି ଜାଳି ଦିଆଯାଇଛି। ଟେକା ପଥର ମାଡ଼ରେ ବହୁ ପୁଲିସ ଅଧିକାରୀମାନେ ମଧ୍ୟ ଆହତ ହୋଇଛନ୍ତି। ଆହତ ମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିବା ଚିତ୍ର ଆସିଛି। ଦୁଇ ଗୋଷ୍ଠୀ ପରସ୍ପରକୁ ଟେକା ପଥର ମାଡ଼ କରୁଥିବା ଦୃଶ୍ୟ ଆସିଛି।

ପୁଲିସ ପରିସ୍ଥତିକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ପାଲଟା ଆକ୍ରମଣ କରିଛନ୍ତି।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷ୍ୟା ପାଇଁ  ଅପିଲ କରିଛନ୍ତି।

ସେ କହିଛନ୍ତି ଯେ, ମୁଁ  ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ରଖା ପାଇଁ ନିବେଦନ କରୁଛି।  ଦିଲ୍ଲୀରେ  ଶାନ୍ତି ଶୃଙ୍ଖଳା ରକ୍ଷା କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି । ତେବେ ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୁଲିସ କମିଶନରଙ୍କ ସହ ଆଲୋଚନା କରି ଶାନ୍ତି ଶାନ୍ତି ଶୃଙ୍ଖଳା ରକ୍ଷ୍ୟା ପାଇଁ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story