ମହିଳାଙ୍କୁ ମନା ୟୁନିର୍ଭସିଟି, କଡ଼ା ନିର୍ଦ୍ଦେଶ ଜାରି କଲା ତାଲିବାନ

କାବୁଲ: ପୁଣି ନାଲି ଆଖି ଦେଖାଇଲା ତାଲିବାନ। ମହିଳାଙ୍କ ଉପରେ ଲଗାଇଲା କଡା କଟକଣା। ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ମନା ହେଲା ୟୁନିର୍ଭସିଟି। ବିଶ୍ୱବିଦ୍ୟାଳୟରେ ସେମାନଙ୍କ ଶିକ୍ଷା ଉପରେ ରୋକ ଲଗାଇବାକୁ ଯାଇ ତାଲିବାନ ଏଭଳି କିଛି କଡା ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିୟମ ତୁରନ୍ତ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତର ରହିବ। ସେଠାକାର ଶିକ୍ଷା ମନ୍ତ୍ରାଳୟ ମହିଳାଙ୍କ ବିଶ୍ୱବିଦ୍ୟାଳୟରେ ପଠା ପଢ଼ିବା […]

ban-university-education for girl

ban-university-education for girl

Madhupriya Mistry
  • Published: Wednesday, 21 December 2022
  • Updated: 21 December 2022, 12:36 PM IST

Sports

Latest News

କାବୁଲ: ପୁଣି ନାଲି ଆଖି ଦେଖାଇଲା ତାଲିବାନ। ମହିଳାଙ୍କ ଉପରେ ଲଗାଇଲା କଡା କଟକଣା। ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ମନା ହେଲା ୟୁନିର୍ଭସିଟି। ବିଶ୍ୱବିଦ୍ୟାଳୟରେ ସେମାନଙ୍କ ଶିକ୍ଷା ଉପରେ ରୋକ ଲଗାଇବାକୁ ଯାଇ ତାଲିବାନ ଏଭଳି କିଛି କଡା ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିୟମ ତୁରନ୍ତ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତର ରହିବ।

ସେଠାକାର ଶିକ୍ଷା ମନ୍ତ୍ରାଳୟ ମହିଳାଙ୍କ ବିଶ୍ୱବିଦ୍ୟାଳୟରେ ପଠା ପଢ଼ିବା ଉପରେ ରୋକ ଲଗାଇବା ପାଇଁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଛନ୍ତି। ମହିଳାମାନଙ୍କ ଶିକ୍ଷା ବାତିଲ ପାଇଁ ଜାରି କରାଯାଇଥିବା ଏହି ଆଦେଶ ତୁରନ୍ତ ଲାଗୁ କରିବା ଲାଗି ସେଠାକାର ଶିକ୍ଷା ମନ୍ତ୍ରୀ ମହମ୍ମଦ ନଦିମ କହିଛନ୍ତି। ତାଲିବାନର ଏହି ନିର୍ଦ୍ଦେଶ ପରେ ଏବେ କୌଣସି ଯୁବତୀ କିମ୍ବା ମହିଳା ବିଶ୍ୱବିଦ୍ୟାଳୟରେ ପାଠ ପଢିପାରିବେ ନାହିଁ।

ସେପଟେ ତାଲିବାନ୍‌ର ଏହି ନିଷ୍ପତ୍ତିକୁ ଆମେରିକା ତୀବ୍ର ନିନ୍ଦା କରିଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି, ଆଫଗାନିସ୍ତାନରେ ରହୁଥିବା ସମସ୍ତଙ୍କ ଅଧିକାର ପ୍ରତି ସମ୍ମାନ ନ ଜଣାଇବା ପର୍ଯ୍ୟନ୍ତ ତାଲିବାନ୍ ଆନ୍ତର୍ଜାତିକ ସମୁଦାୟରେ ଜଣେ ବୈଧ ସଦସ୍ୟ ହୋଇ ପାରିବ ନାହିଁ। ତାଲିବାନ୍ ଏଭଳି ନିଷ୍ପତ୍ତିର ପରିଣାମ ଭୋଗିବ । ଅଧାରୁ ଅଧିକ ଜନତାଙ୍କୁ ପଛୁଆ ରଖାଗଲେ କୌଣସି ଦେଶ ତିଷ୍ଠି ପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ତିନି ମାସ ପୂର୍ବେ ଆଫଗାନିସ୍ତାନରେ ହଜାର ହଜାର ଯୁବତୀ ଓ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆଡମିସନ୍ ଟେଷ୍ଟ ଦେଇଥିଲେ। ତାଲିବାନ୍ ଆଫଗାନିସ୍ତାକୁ କବ୍‌ଜା କରିବା ପରେ ମଧ୍ୟ ଯୁବତୀ ଓ ମହିଳାଙ୍କୁ ନେଇ କଡ଼ା ନିୟମ ଜାରି କରିଥିଲା। ପୁରୁଷଙ୍କ ସ୍କୁଲରେ ମହିଳା ପଢିପାରିବେ ନାହିଁ ବୋଲି କୁହାଯାଇଥିଲା। ଏହା ସହ ମହିଳାଙ୍କୁ କେବଳ ମହିଳା ଶିକ୍ଷକ ପଢାଇପାରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story