ହାଇକୋର୍ଟଙ୍କ କଟକଣା: ମନ୍ଦିର ଭିତରକୁ ମୋବାଇଲ୍ ମନା

ଚେନ୍ନାଇ: ଏଣିକି ମନ୍ଦିର ଭିତରକୁ ମୋବାଇଲ୍ ମନା। ମନ୍ଦିର ଭିତରକୁ କେହି ବି ମୋବାଇଲ ଧରି କରିପାରିବେନି ପ୍ରବେଶ। ତାମିଲନାଡୁର ସବୁ ମନ୍ଦିରରେ ମୋବାଇଲ୍ ବ୍ୟାନ୍ କରାଯାଇଛି। ଏଭଳି କିଛି କଡ଼ା କଟକଣା ଲଗାଇଛନ୍ତି ମାଡ୍ରାସ ହାଇକୋର୍ଟ। ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ମୋବାଇଲ ବ୍ୟାନ କରାଯାଇଥିବାର ମାଡ୍ରାସ୍ ହାଇକୋର୍ଟ କହିଛନ୍ତି। ଯେପରି ଏହା କଡ଼ାକଡ଼ି ପାଳନ କରାଯାଏ, ସେଥପାଇଁ ସୁରକ୍ଷାକର୍ମୀ ନିଯୁକ୍ତ କରିବାକୁ କହିଛନ୍ତି କୋର୍ଟ। ଲୋକଙ୍କ ସୁବିଧା ପାଇଁ ମନ୍ଦିର ପାଖରେ ମୋବାଇଲ […]

madras-high-court-bans-mobile

madras-high-court-bans-mobile

Madhupriya Mistry
  • Published: Saturday, 03 December 2022
  • Updated: 03 December 2022, 10:16 AM IST

Sports

Latest News

ଚେନ୍ନାଇ: ଏଣିକି ମନ୍ଦିର ଭିତରକୁ ମୋବାଇଲ୍ ମନା। ମନ୍ଦିର ଭିତରକୁ କେହି ବି ମୋବାଇଲ ଧରି କରିପାରିବେନି ପ୍ରବେଶ। ତାମିଲନାଡୁର ସବୁ ମନ୍ଦିରରେ ମୋବାଇଲ୍ ବ୍ୟାନ୍ କରାଯାଇଛି। ଏଭଳି କିଛି କଡ଼ା କଟକଣା ଲଗାଇଛନ୍ତି ମାଡ୍ରାସ ହାଇକୋର୍ଟ।

ମନ୍ଦିରର ପବିତ୍ରତା ବଜାୟ ରଖିବା ପାଇଁ ମୋବାଇଲ ବ୍ୟାନ କରାଯାଇଥିବାର ମାଡ୍ରାସ୍ ହାଇକୋର୍ଟ କହିଛନ୍ତି। ଯେପରି ଏହା କଡ଼ାକଡ଼ି ପାଳନ କରାଯାଏ, ସେଥପାଇଁ ସୁରକ୍ଷାକର୍ମୀ ନିଯୁକ୍ତ କରିବାକୁ କହିଛନ୍ତି କୋର୍ଟ। ଲୋକଙ୍କ ସୁବିଧା ପାଇଁ ମନ୍ଦିର ପାଖରେ ମୋବାଇଲ ରଖିବାର ସ୍ଥାନ କରାଯିବା ଉଚିତ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ।

ସୁବ୍ରମଣ୍ୟ ସ୍ୱାମୀ ମନ୍ଦିରରେ ମୋବାଇଲ ବ୍ୟାନ କରିବାକୁ ହାଇକୋର୍ଟରେ ଆବେଦନ ହୋଇଇଥିଲା। ମନ୍ଦିର ଭିତରକୁ ମୋବାଇଲ ନେବା ଦ୍ୱାରା ଭକ୍ତଙ୍କ ଏକାଗ୍ରତା ରହେ ନାହିଁ। ସେମାନେ ଭକ୍ତି ବଦଳରେ ଫଟୋ ଉଠାଇବାରେ ବ୍ୟସ୍ତ ରୁହନ୍ତି।

ଦେବାଦେବୀଙ୍କ ଫଟୋ ଉଠାଇବା ମଧ୍ୟ ଆଇନର ଉଲ୍ଲଂଘନ। ସର୍ବୋପରି ଏହା ଦ୍ୱାରା ମନ୍ଦିରର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥାଏ ବୋଲି ଆବେଦନକାରୀ କହିଥିଲେ। ଶ୍ରଦ୍ଧାଳୁଙ୍କ ପାଇଁ ଡ୍ରୋସ୍ କୋଡ୍ କରିବାକୁ ମଧ୍ୟ ଆବେଦନକାରୀ ପିଟିସନ କରିଥିଲେ। ଏହି ଆବେଦନର ଶୁଣାଣି କରି ବିଚାରପତି ଆର୍‌. ମହାଦେବନ ଏବଂ ଜେ ସତ୍ୟନାରାୟଣ ପ୍ରସାଦ ଏଭଳି କିଛି ରାୟ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story